୨୨ ମିଲିୟନ୍‌ ଫଲୋୟର୍ସ ହେବାରୁ କ୍ରିତି ଶେୟାର କଲେ ଏମିତି ଫଟୋ

ମୁମ୍ବାଇ: ହଟ୍‌ ଓ କ୍ୟୁଟ ଆକ୍ଟ୍ରେସ୍‌ କ୍ରିତି ସାନନ୍‌ ଏବେ ଖୁବ୍‌ ଖୁସି ଅଛନ୍ତି। କାରଣ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ଅଭିନେତ୍ରୀଙ୍କ ଫଲୋୟର୍ସଙ୍କ ସଂଖ୍ୟା ୨୨ ମିଲିୟନରେ ପହଞ୍ଚିଛି। ଏଥିପାଇଁ ଖୁସି ଜାହିର୍‌ କରି କ୍ରିତି ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଖୁବ୍‌ ସେକ୍ସି ଲାଗୁଛନ୍ତି।

ବ୍ଲାକ କଲର୍‌ କଷ୍ଟ୍ୟୁମ ସାଙ୍ଗକୁ ସମୁଦ୍ର ବାଲିରେ ୨୨ ଲେଖି ସେ ତା ମଧ୍ୟରେ ବସିଥିବା ନଜର ଆସିଛି। ବିଭିନ୍ନ ସମୟରେ ନିଜର ହଟ୍‌ ଓ ସେକ୍ସି ଫଟୋ ଶେୟାର କରି ଫ୍ୟାନ୍ସଙ୍କ ନିକଟତର ହେଉଥିବା କ୍ରିତି ଏଥର ମଧ୍ୟ ଦେଖାଦେଇଛନ୍ତି କିଛି ଭିନ୍ନ ଅନ୍ଦାଜରେ।

Share