୨୫ ରାଉଣ୍ଡ: ଭଦ୍ରକ ଲୋକ ସଭାରେ ବିଜେଡି ଆଗୁଆ

ଭଦ୍ରକ ଅଫିସ, ୨୩।୫ – ୨୫ ରାଉଣ୍ଡ ସୁଦ୍ଧା ଭଦ୍ରକ ଲୋକ ସଭାରେ ବିଜେଡି ଆଗରେ ରହିଛି। ବିଜେଡି ୨,୫୨, ୬୮୩, ଭାଜପା ୨,୩୫,୬୧୩ ଓ କଂଗ୍ରେସ ୧,୧୭, ୬୭୨ ଖଣ୍ଡ ଭୋଟ ପାଇଥିବା ଜଣାପଡ଼ିଛି।