Categories: ଜାତୀୟ

୨୯ ମହିଳାଙ୍କୁ ନାରୀ ଶକ୍ତି ପୁରସ୍କାର

ନୂଆଦିଲ୍ଲୀ,୮।୩: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହିଳାମାନଙ୍କୁ ସମ୍ମାନିତ କରୁଛନ୍ତି। ଉତ୍ସର୍ଗୀକୃତ ସେବା ପାଇଁ ୨୯ ମହିଳାଙ୍କୁ ନାରୀ ଶକ୍ତି ପୁରସ୍କାର ଦିଆଯାଉଛି।

 

Share