Advertisement

୨ କରୋନା ଯୋଦ୍ଧା ପଜିଟିଭ: ଦେବଗଡ଼ର ଆଶାକର୍ମୀ, ଶିକ୍ଷକ କରୋନା ଆକ୍ରାନ୍ତ

ଦେବଗଡ଼,୨୫ା୫(ଡି.ଏନ୍‌.ଏ): ରାଜ୍ୟରେ ସୋମବାର ୧୦୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଦେବଗଡ଼ ଜିଲାରେ ସର୍ବାଧିକ ୨୨ଜଣ ଆକ୍ରାନ୍ତ ରହିଛନ୍ତି। ତେବେ ଏହି ୨୨ ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ କୋଭିଡ୍‌ ଯୋଦ୍ଧା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେଲେଇବଣି ବ୍ଲକ ସୋଢ଼ କ୍ୱାରାଣ୍ଟାଇନ ସେଣ୍ଟର ଦାୟିତ୍ୱରେ ରହିଥିବା ଜଣେ ଆଶାକର୍ମୀ ଓ ଆଉ ଜଣେ ଶିକ୍ଷକଙ୍କ ସ୍ବାବ୍‌ ନମୁନା ପଜିଟିଭ ଆସିଥିବା ନେଇ ସୂଚନା ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share