୩୦ଟି କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ଏଥିରୁ ଦୂରେଇ ରହିବା ପାଇଁ ୩୦ଟି ପ୍ରତିଷେଧକ ଟୀକାର ପ୍ରସ୍ତୁତି କାର୍ଯ୍ୟ ବିଭିନ୍ନ ସ୍ତରରେ ରହିଛି। ଏସବୁର ସମୀକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିଛନ୍ତି। କିଛି ପ୍ରତିଷେଧକ ଟୀକାର ଏବେ ଟ୍ରାଏଲ କରାଯିବା ନେଇ କାର୍ଯ୍ୟ ଜାରି ରହିଛି। ଦେଶରେ ମୁଖ୍ୟତଃ ୩ଟି କ୍ଷେତ୍ରରେ ଗବେଷଣା କରାଯାଉଛି। ପ୍ରଥମତଃ ସମ୍ପ୍ରତି ରହିଥିବା ଔଷଧର ଉପଯୋଗ ଦ୍ୱାରା କିଭଳି କରୋନାକୁ ରୋକା ଯାଇପାରିବ ସେନେଇ ପରୀକ୍ଷା ନିରୀକ୍ଷା କରାଯାଉଛି। ସେହିପରି ଦ୍ୱିତୀୟରେ ନୂତନ ଔଷଧ ପ୍ରସ୍ତୁତି ପାଇଁ ଉଦ୍ୟମ ଅବ୍ୟାହତ ରହିଛି। ତୃତୀୟରେ ବୃକ୍ଷ ଅର୍କ ଏବଂ ଅନ୍ୟ ଅଂଶରୁ ଔଷଧ ପ୍ରସ୍ତୁତି ଉପରେ ଜୋର୍‌ ଦିଆଯାଉଛି। ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଷ୍ଟାର୍ଟ ଅପ୍‌ଗୁଡ଼ିକୁ ଗବେଷଣା ବଢ଼ାଇବା ଲାଗି ପରାମର୍ଶ ଦେଇଛନ୍ତି। ଦେଶର ବୈଜ୍ଞାନିକ ଏବଂ ଶିଳ୍ପସଂସ୍ଥା ମିଳିତଭାବେ କାର୍ଯ୍ୟ କଲେ ସଫଳତା ମିଳିବାର ଆଶା ଅଧିକ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରଙ୍କୁ ଗୋଟିଏ ସ୍ଥାନରେ ଅଧିକ ଦିନ ରଖିବା ଦୁର୍ନୀତି ବଢ଼ାଇଥାଏ: ସଂସଦୀୟ କମିଟି

ବ୍ୟାଙ୍କକ୍‌,୩୦ା୩: ଅଫିସରମାନଙ୍କୁ ଗୋଟିଏ ସ୍ଥାନରେ ଦୀର୍ଘଦିନ ରଖିବା ଦ୍ୱାରା ଦୁର୍ନୀତି ବଢ଼ିଥାଏ। ସେମାନେ ଯେପରି କୌଣସି ମନ୍ତ୍ରଣାଳୟରେ ନିର୍ଦ୍ଧାରିତ ସମୟସୀମାଠାରୁ ଅଧିକ ଦିନ ନ ରହିବେ,...

୨ ଥର ଭୁଲ୍‌ କରିଛି, ଆଉ କରିବିନି: ନୀତୀଶ

ପାଟନା,୩୦ା୩: ଅତୀତରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ୨ ଥର ଛାଡ଼ି ଗୋଟିଏ ଭୁଲ୍‌କୁ ଦୋହରାଇଥିଲି। ଆଗକୁ ଏଭଳି ଭୁଲ୍‌ ହେବ ନାହିଁ ବୋଲି ରବିବାର...

ହିମାଚଳରେ ଭୂସ୍ଖଳନ: ୬ ମୃତ

ଶିମ୍‌ଲା,୩୦ା୩: ହିମାଚଳପ୍ରଦେଶର କୁଲ୍ଲୁରେ ରବିବାର ଅପରାହ୍ନ ୫ଟାରେ ଭୂସ୍ଖଳନ ଘଟି ୩ ମହିଳାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ଭୂସ୍ଖଳନରେ କେତେଜଣ ଆହତ ହୋଇଛନ୍ତି।...

ସ୍କୁଲ ଫି ୮୦୦ ଟଙ୍କା ପାଇଁ କିଶୋରୀଙ୍କୁ ପରୀକ୍ଷାରୁ କଲେ ବଞ୍ଚିତ, ଦୁଃଖରେ କରିଦେଲେ ଆତ୍ମହତ୍ୟା

ନୂଆଦିଲ୍ଲୀ,୩୦ା୩: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲାରେ ଜଣେ ୧୭ ବର୍ଷୀୟା ନାବାଳିକା ସ୍କୁଲ ଫି ୮୦୦ ଟଙ୍କା ପୈଠ କରି ନଥିବାରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ...

ଭାରତର ଅଧା ଲୋକଙ୍କ ପାଖରେ ୩.୫ ଲକ୍ଷରୁ ଅଛି କମ୍‌ ଟଙ୍କା, ଚେତାବନୀ ଦେଇ ଅର୍ଥ ବିଶେଷଜ୍ଞ କହିଲେ…

ନୂଆଦିଲ୍ଲୀ,୩୦ା୩: ଭାରତର ଅଧା ଲୋକଙ୍କ ପାଖରେ ୩.୫ ଲକ୍ଷ ଟଙ୍କାରୁ କମ୍‌ ରହିଛି। ଏନେଇ ଅର୍ଥ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ, ଭାରତର ପରବର୍ତ୍ତୀ ସଙ୍କଟ...

ପ୍ରେମାନନ୍ଦ ମହାରାଜ କଲେ ଭୟଙ୍କର ଭବିଷ୍ୟବାଣୀ, କଳିଯୁଗରେ ହେବ ଏମିତି, ଜାଣିଲେ ଥରି ଉଠିବେ

ନୂଆଦିଲ୍ଲୀ,୩୦।୩: ପ୍ରେମାନନ୍ଦ ମହାରାଜଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ବୃନ୍ଦାବନର ପ୍ରସିଦ୍ଧ ସନ୍ଥଙ୍କୁ ଭେଟିବା ପାଇଁ ଦେଶ ଏବଂ ବିଦେଶରୁ ଲୋକମାନେ ଆସନ୍ତି। ସେହି ସମୟରେ,...

RSS ପ୍ରତିଷ୍ଠାତା ହେଡ୍‌ଗଓ୍ବୋରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ମୋହନ ଭାଗବତଙ୍କୁ ଭେଟିଲେ

ନାଗପୁର,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନାଗପୁର ଗସ୍ତରେ ଅଛନ୍ତି। ସେ ଆରଏସ୍‌ଏସ୍‌ ମୁଖ୍ୟାଳୟରେ ପହଞ୍ଚିବା ପରେ ସ୍ମୃତି ମନ୍ଦିରରେ ସଂଘର ପ୍ରତିଷ୍ଠାତା ଡକ୍ଟର କେ...

ମାଗଣାରେ କେମିତି କରିବେ Ghibli style AI portraits, ଚୁଟକିରେ କରିଦେବ Grok

ଟେସଲା ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଚାଟଜିପର ଅବସ୍ଥା ଆହୁରି ଖରାପ କରିବାକୁ ଅଣ୍ଟା ଭିଡିଲେଣି। ସମ୍ପ୍ରତି, ମସ୍କ ପ୍ଲାଟଫର୍ମରେ ଲୋକପ୍ରିୟ ଆନିମେସନ ଷ୍ଟୁଡିଓ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image