୩୫ ରାଉଣ୍ଡ ଶେଷ, ଅନୁଭବ ୮୦ ହଜାର ଆଗରେ

ମହାକାଳପଡ଼ା, ୨୩।୫ (ଡି.ଏନ୍‌.ଏ.)- କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ୩୫ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୮୦,୯୮୪ ଭୋଟରେ ଆଗରେ ଅଛନ୍ତି।