୩ ହଜାର ଫୁଟ ପାହାଡ଼ ଉପରେ ପ୍ରେମିକାଙ୍କୁ ପ୍ରପୋଜ୍‌ କଲେ ପ୍ରେମିକ

ଓସଲୋ,୯।୭: ନରଓ୍ବେରେ ଜଣେ ପ୍ରେମିକାଙ୍କୁ ତାଙ୍କ ପ୍ରେମିକ ୩ ହଜାର ଫୁଟ ପାହାଡ଼ ଉପରେ ପ୍ରପୋଜ୍‌ କରିଛନ୍ତି। ଏହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପ୍ରେମିକା ବେକ୍ସ୍‌ ମୋରଲେଙ୍କୁ ପ୍ରେମିକ କ୍ରିଷ୍ଟିୟନ୍‌ ରିଚାର୍ଡସ୍‌ ସ୍ଥାନୀୟ କେଜରାଗବୋଲ୍ଟେନ୍‌ ପାହାଡ଼ର ଦୁଇ ତୀଖ ପଥରର ସନ୍ଧିସ୍ଥଳରେ ଥିବା ପଥରଖଣ୍ଡ ଉପରେ ଠିଆ ହୋଇ ପ୍ରପୋଜ୍‌ କରିଛନ୍ତି। ପ୍ରେମୀଯୁଗଳ ପରସ୍ପରକୁ ଏଠାରେ ନିର୍ବନ୍ଧ ମୁଦି ପିନ୍ଧାଇଥିଲେ।

Share