୪୦ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ପୋଷାକ ତିଆରି କଲେ ବୌଦ୍ଧଭିକ୍ଷୁ

ବ୍ୟାଙ୍କକ,୧୯।୨: ପ୍ଲାଷ୍ଟିକ୍‌ ବର୍ଜ୍ୟ ଯୋଗୁ ପୃଥିବୀରେ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏନେଇ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ର ବ୍ୟବହାର ଉପରେ କଟକଣା ଜାରି ହୋଇଛି। ଏପରିସ୍ଥଳେ ଥାଇଲାଣ୍ଡର ବ୍ୟାଙ୍କକରେ ଥିବା ଏକ ବୌଦ୍ଧ ବିହାରରେ ବାସ କରୁଥିବା କେତେକ ବୌଦ୍ଧ ଭିକ୍ଷୁ ୪୦ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟରୁ କପଡ଼ା ପ୍ରସ୍ତୁତ କରିଛନ୍ତି। ଏହାକୁ ପୋଷାକ ତିଆରି କାର୍ଯ୍ୟରେ ବ୍ୟବହାର କରାଯାଉଛି। ସ୍ଥାନୀୟ ବାଟ ଚକ୍‌ ଡାଏଙ୍ଗ୍‌ ବୌଦ୍ଧ ବିହାରରେ ବାସ କରୁଥିବା ବୌଦ୍ଧ ଭିକ୍ଷୁ ଏଭଳି କାର୍ଯ୍ୟ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବୌଦ୍ଧ ଭିକ୍ଷୁମାନେ ଦାନ ସହିତ ପ୍ଲାଷ୍ଟିକ୍‌ ବର୍ଜ୍ୟ ମଧ୍ୟ ମାଗୁଛନ୍ତି। ସଂଗୃହୀତ ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ପରେ ପୋଷାକ ତିଆରି କରାଯାଉଛି। ଏବେ ବୌଦ୍ଧ ଭିକ୍ଷୁଙ୍କ ଏଭଳି ନିଆରା କାର୍ଯ୍ୟ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ପହଞ୍ଚିଲା କୁକୁଡ଼ା ମାରିବା ମାମଲା, ଅଭିଯୁକ୍ତଙ୍କୁ ହୋଇପାରେ ୫ ବର୍ଷ ଜେଲ!

ଲକ୍ଷ୍ନୌ,୧୭।୧୧: ଉତ୍ତରପ୍ରଦେଶର କୌଶମ୍ଭି ଜିଲାରେ ଏକ ନିଆରା ମାମଲା ସାମ୍ନାକୁ ଆସିଛି ଯେଉଁଠି ଜଣେ ଯୁବକ ତାଙ୍କ ପୋଷା କୁକୁଡ଼ା ହତ୍ୟା ପରେ ନ୍ୟାୟ ପାଇବା...

ମୁଁ ତୁମକୁ ଡରି ନାହିଁ…ଏଲୋନ ମସ୍କଙ୍କୁ ଅପଶବ୍ଦ କହିଲେ ବ୍ରାଜିଲର ଫାଷ୍ଟ ଲେଡି

ବ୍ରାସିଲିଆ,୧୭।୧୧: ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡା ସିଲଭାଙ୍କ ପତ୍ନୀ ଜାନଜା ଲୁଲା ଦା ସିଲଭା ଟେସଲା ମାଲିକ ଏଲୋନ ମସ୍କଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।...

ବାୟୁ ପ୍ରଦୂଷଣ ସ୍ଥିତି ସଂଘାତିକ, ୩୦ ଦିନରେ ୧୯ ହଜାର ଲୋକ ପହଞ୍ଚିଲେ ହସ୍ପିଟାଲ

ଲାହୋର,୧୭।୧୧: ପାକିସ୍ତାନର ଲାହୋରରେ ଲୋକମାନେ ଶ୍ୱାସରୁଦ୍ଧ ହେବାରେ ଲାଗିଛନ୍ତି। ଭୟଙ୍କର ପ୍ରଦୂଷଣ ଯୋଗୁଁ ସାଧାରଣ ଜୀବନ ଏବେ ଅସ୍ତବ୍ୟସ୍ତ ହୋଇ ପଡିଛି। ଗତ ୩୦ଦିନ ମଧ୍ୟରେ...

ନିର୍ବାଚନ ହାରିବା ପରେ ବି ଆମେରିକାବାସୀଙ୍କଠାରୁ କାହିଁକି ଚାନ୍ଦା ମାଗୁଛନ୍ତି କମଲା ହାରିସ୍‌? ଜାଣିଲେ…

ନ୍ୟୁୟର୍କ,୧୭।୧୧: ଆମେରିକାର ନିର୍ବାଚନରେ କମଲା ହାରିସ୍‌ ପରାଜିତ ହୋଇଛନ୍ତି। ହେଲେ ତାଙ୍କ ଟିମ୍‌ ପକ୍ଷରୁ ଚାନ୍ଦା ସଂଗ୍ରହ କରାଯାଉଛି। କମଲାଙ୍କ ଟିମ୍‌ ଦ୍ୱାରା ପଠାଯାଇଥିବା ଇମେଲରେ...

କୃଷ୍ଣଙ୍କ ମନ୍ତ୍ର ଶୁଣି ମରଣ ମୁହଁରୁ ଫେରିଆସିଲା ମାଙ୍କଡ଼! ଭିଡିଓ ଦେଖିଲେ ଝରିବ ଲୁହ… 

ରାସ୍ତା ମଝିରେ ନିସ୍ତେଜ ହୋଇ ପଡ଼ି ରହିଥିଲା ମାଙ୍କଡଟିଏ। ଗାଡ଼ି ମୋଟରରେ ଚାଲି ଯାଉଥିବା ଲୋକମାନେ ଦେଖି ଘଡ଼ିଏ ଅଟକି ଯାଉଥିଲେ। ହେଲେ ମରି ଯାଇଛି...

‘ବନ୍ଦେ ମାତରମ’, ଜୟଘୋଷ ସହ ମୋଦିଙ୍କୁ ଭବ୍ୟ ସ୍ବାଗତ କଲେ ପ୍ରବାସୀ ଭାରତୀୟ

ଅବୁଜା,୧୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରବିବାର ସକାଳେ ନାଇଜେରିଆରେ ପହଞ୍ଚିଥିଲେ। ଆବୁଜା ବିମାନବନ୍ଦରରେ ନାଇଜେରିଆ ରାଷ୍ଟ୍ରପତି ବୋଲା...

ଏକ କଠିନ ପ୍ରଶ୍ନର ଉତ୍ତର ଦେଇ ଡେନମାର୍କର ଭିକ୍ଟୋରିଆ କଜେର ହେଲେ ମିସ୍‌ ୟୁନିଭର୍ସ ୨୦୨୪ର ଓ୍ବିନର

ମେକ୍ସିକୋ ସିଟି,୧୭।୧୧: ମିସ ୟୁନିଭର୍ସ ୨୦୨୪ ଘୋଷଣା ହୋଇଛି ଏବଂ ଚଳିତ ବର୍ଷର ମିସ ୟୁନିଭର୍ସର ବିଜେତା ହେଉଛି ମିସ ଡେନମାର୍କ, ଯାହାଙ୍କ ନାମ ଭିକ୍ଟୋରିଆ...

ହଁ ମୁଁ ଦେଖିଛି ସେ ଜଣେ ନାବାଳିକା ସହ ଯୌନ ସମ୍ପର୍କ ରଖିଥିଲେ…ଟ୍ରମ୍ପ ଆଉ ତାଙ୍କ କ୍ୟାବିନେଟ ଉପରେ ଝୁଲୁଛି ସେକ୍ସ ସ୍କ୍ୟାଣ୍ଡାଲର ଖଣ୍ଡା

ଓ୍ବାଶିଂଟନ,୧୭।୧୧: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ମଧ୍ୟ ତାଙ୍କର ଅନେକ ନିଷ୍ପତ୍ତି ନେଇ ବିବାଦ ଆରମ୍ଭ ହୋଇଛି। ଟ୍ରମ୍ପ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri