୪୧ ଜଣ ସିଭିଲ ଜଜ୍‌ ନିଯୁକ୍ତ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ସୋମବାର ୪୧ଜଣଙ୍କୁ ସିଭିଲ୍‌ ଜଜ୍‌ ଭାବେ ନିଯୁକ୍ତ କରିଛନ୍ତି। ସେମାନେ ଓଡ଼ିଶା ଜୁଡିସିଆଲ ସର୍ଭିସ୍‌ ପରୀକ୍ଷା-୨୦୧୮ରେ ଉତ୍ତୀର୍ଣ୍ଣ ହୋଇଥିଲେ। ନବନିଯୁକ୍ତ ସିଭିଲ ଜଜ୍‌ମାନେ ହେଲେ ଈପ୍‌ସିତା ଅଭିନନ୍ଦିତା ମିଶ୍ର, ତନ୍ମୟ ରଞ୍ଜନ ଦାସ, ଶ୍ରୁତକୀର୍ତ୍ତି ଆଚାର୍ଯ୍ୟ, ରୀତି ତ୍ରିପାଠୀ, ଚିନ୍ମୟ ଦାସ, ଶ୍ରୀମୟୀ ନନ୍ଦ, ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀ, ରିତିକା ଗର୍ଗ, ପ୍ରକାଶ କୁମାର କର, ତସଲିମା ଦାସ, ଅଙ୍ଗସ୍ବରୂପା ଚାଟାର୍ଜୀ, ତରୁଣ କୁମାର ସେଠୀ, ରିତିକା ଜେନା, ହିତାଶ୍ରୀ ବେହେରା, ଶୁଭଙ୍କର ମହାନ୍ତି, ପ୍ରଚେତା ପ୍ରିୟଦର୍ଶିନୀ ମହାପାତ୍ର, ପ୍ରବୀଣ କୁମାର ହୋତା, ଶ୍ରାବଣୀ ଆଚାର୍ଯ୍ୟ, ମନୋଜ କୁମାର ଦାସ ମହାପାତ୍ର, ପୂଜା ପ୍ରିୟଦର୍ଶିନୀ ପତି, ସତ୍ୟନାରାୟଣ ଦାଶ, ଦେବଶ୍ରୀ ଦାସ, ପଲ୍ଲବୀ ପ୍ରିୟଦର୍ଶିନୀ ଦାଶ, ହରିମୋହନ ଦାଶ, ପରିଣିତା ନାୟକ, ସ୍ମିତାଶ୍ରୀ ବାଣୀକଲ୍ୟାଣୀ ମିଶ୍ର, ପ୍ରଜ୍ଞାନ ରାଉତ, ଏ. ଅବିନାଶ ନାଇଡୁ, ପ୍ରେରଣାଶ୍ରୀ ଦେଓ, ସୌମ୍ୟାଶ୍ରୀ ମହାପାତ୍ର, ସୁମନ୍ତ କୁମାର ପଟ୍ଟନାୟକ, ନଜେଦା ଖାତୁନ, ମୋନାଲି ବେହେରା, ଅନୁସମ ଦାଶ, ପ୍ରଦୋଷ କୁମାର ଦାଶ, ସୋନ୍ସି ସେନାଇଲ, ସୋମେଶ ସୌମ୍ୟଜିତ୍‌ ପଣ୍ଡା, ସୋନାଲି ମହାନ୍ତି, ଶ୍ରେୟା ରିତୁପର୍ଣ୍ଣା ସାହୁ, ସୁଧା ଶ୍ରୀ ସୁରଝାଲିଆ ଓ ଅଶ୍ୱିନୀ କୁମାର ସାହୁ।

Share