୪୨ ହାବିଲଦାର ମେଜରଙ୍କ ପଦୋନ୍ନତି

କଟକ ଅଫିସ, ୧୦ା୧୦- ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟରତ ୪୨ଜଣ ହାବିଲଦାର ମେଜରଙ୍କୁ ଡ୍ରିଲ୍‌ ସବ୍‌-ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି ଦିଆଯାଇଛି। ଗୁରୁବାର ଏ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିଜିପି ବିଜୟ କୁମାର ଶର୍ମାଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପୋଲିସ କେନ୍ଦ୍ରୀୟ ମନୋନୟନ ବୋର୍ଡ ଏହି ପଦୋନ୍ନତିକୁ ସ୍ବୀକୃତି ପ୍ରଦାନ କରିଛି। ପଦୋନ୍ନତି ପାଇଥିବା ହାବିଲଦାର ମେଜର ହେଲେ ସହଦେବ ସେଠୀ, ବୃନ୍ଦାବନ ଦଳାଇ, ନୀଳକଣ୍ଠ ଦିଗଲ, ତ୍ରିଲୋଚନ ସେଠୀ, ବନମାଳୀ ବେହେରା, ଗୋପାଳ ସେଠୀ, ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, ପିଟର କିଶୋର ବେକ୍‌, ଅର୍ଜୁନ ନାଏକ, ପବିତ୍ର ମୋହନ ନାଏକ, ସୀମାଚଳ ଦାଶ, ପରମାନନ୍ଦ ବିଶୋଇ, ଦେବେନ୍ଦ୍ର କୁମାର ଜେନା, ଘନଶ୍ୟାମ ଆଚାର୍ଯ୍ୟ, ବିଜୟ କୁମାର ଆଚାର୍ଯ୍ୟ, ପଞ୍ଚାନନ ସାହୁ, ପ୍ରାଣବନ୍ଧୁ ସେଠୀ, ଶୁଭ୍ରାନ୍ତ ମହାନନ୍ଦିଆ, ପାଣୁଆ ବେହେରା, କ୍ଷେତ୍ରବାସୀ ସାହୁ, ନଗେନ୍ଦ୍ର ନାଥ ମହାନ୍ତି, ରଜନୀକାନ୍ତ ଚୌଧୁରୀ, ଦିଗେନ୍ଦ୍ର ତ୍ରିପାଠୀ, ଚତୁର୍ଭୁଜ ସାହୁ, ନାରାୟଣ ସାବତ, ଭିକାରି ଚନ୍ଦ୍ର ପଣ୍ଡା, ରବୀନ୍ଦ୍ର କୁମାର ମହାନ୍ତି, ଅଭିମନ୍ୟୁ ଖଡାଙ୍ଗା, ଦାଶରଥି ବର୍ମା, ଧନେଶ୍ୱର ଦାଶ, ସତ୍ୟବ୍ରତ ମହାକୁଡ଼, ଅନ୍ନଦା ଶଙ୍କର ସାହୁ, ନବକିଶୋର ଦାସ, ମହମ୍ମଦ ଶମିମ୍‌, ଲଳିତ ମୋହନ ଉଦୟସିଂ, ଚୈତନ୍ୟ ସେଠୀ, ମଞ୍ଚନ ଲାକ୍ରା, ପାଓଲସ ସଏ, ଡମ୍ବରୁଧର ମୁଣ୍ଡା, ସାୟୁନ କେରକେଟା, କିଶୋର ଚନ୍ଦ୍ର ପ୍ରଧାନ ଓ ମୋହନ ଚନ୍ଦ୍ର ମଲ୍ଲିକ।

Share