୫୩ ଛାତ୍ରୀଛାତ୍ରକେ ଝନେ ଶିକ୍ଷକ

 

ପାଇକମାଲ, ୨୧।୧ (ଡି.ଏନ.ଏ)-
ବରଗଡ଼ ଜିଲା ପାଇକମାଲ ବ୍ଲକ ଜାମସେଠ ପଁଚେତ୍‌ ଖରାମାଲ ପ୍ରାଥମିକ ସ୍କୁଲରେ ୫୩ ଝନ୍‌ ଛାତ୍ରୀଛାତ୍ରକେ ଝନେ ଶିକ୍ଷକ ଅଛନ୍‌। ଏନ୍‌ତାଥି ଛୁଆକର ପାଠ୍‌ପଢ଼ାରେ ବହୁତ ଖେଲ୍‌ଢ଼େପ ହେଉଥିବାର ଅଭିଭାବକମାନେ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଆଏଜ୍‌କେ ୫ ମାସ ତଲେ ସ୍କୁଲର ପ୍ରଧାନଶିକ୍ଷକ ଅବସର ନେଲା ଉତାରୁ ତାକର ଜାଗାରେ କେହେନ୍‌ସି ଶିକ୍ଷକକୁଁ ନାଇଁ ଦିଆଯାଇ। ଏନ୍‌ତାଥି ଝନେ ଶିକ୍ଷକ ଏମ୍‌ଡିଏମ୍‌, ପାଠ୍‌ପଢ଼ା ଆର ଅଫିସ କାମ କଲାବେଲେ ଛାତ୍ରୀଛାତ୍ରକର ପାଠ୍‌ପଢ଼ା ଠିକ୍‌ ହିସାବେ ନାଇଁ ହେଇପାରବାର ବଲି ଅଭିଭାବକମାନେ ଅଭିଯୋଗ କରିଛନ୍‌। ଇଥିରଲାଗି ସ୍କୁଲରେ ଆର ଝନେ ଶିକ୍ଷକ ନିହାତି ଦରକାର ବଲି ଗଁାବାସୀ ଆର ଅଭିଭାବକମାନେ ଦାବି କରିଛନ୍‌। ଯେତେ ଜଲ୍‌ଦି ହେବା ବିଭାଗୀୟ କତୁରପକ୍ଷ ସ୍କୁଲରେ ଝନେ ନୂତନ ଶିକ୍ଷକକୁଁ ଦାଇତିଅ ଦେବାର ବେବସ୍‌ତା କରୁନ୍‌ ନାଇଁହେଲେ ଆଏବାର ଦିନେ ଗଁବାସୀ ଆଂଦୋଲନକେ ଉତିରମୁ ବଲି ଗଣମାଧ୍ୟମ ଜରିଆରେ ଚେତାବନୀ ଦେଇଛନ୍‌।

Share