୫ ସନ୍ଦିଗ୍ଧଙ୍କ ରକ୍ତ, ସ୍ବାବ ପରୀକ୍ଷା ପାଇଁ ଗଲା

ସମ୍ବଲପୁର,୨୮।୩ (ବ୍ୟୁରୋ)-ସମ୍ବଲପୁର ଜିଲାର ୫ କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ଓ ସ୍ବାବ୍‌ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି ା ସେମାନଙ୍କୁ ବୁର୍ଲା ଭିମ୍‌ସାରର ଆଇସୋଲେଶନ ସେଣ୍ଟରରେ ରଖାଯାଇଛି ା ଆବଶ୍ୟକ ମେଡିକାଲ ପରୀକ୍ଷା ସହିତ ଭୁବନେଶ୍ୱରରୁ ରିପୋର୍ଟ ଆସିବା ପରେ ସେମାନେ କରୋନାରେ ଆକ୍ରାନ୍ତ କି ନୁହେଁ ତାହା ସ୍ପଷ୍ଟ ହେବ ବୋଲି ଏଡିଏମ୍‌ଓ ଅଶୋକ ଦାସ କହିଛନ୍ତି ା

Share