Categories: ଖେଳ

୬୫ ବର୍ଷ ପୁରୁଣା ଏହି ଲଜ୍ଜାଜନକ ରେକର୍ଡର ବୋଝ ଉଠାଉଛି ନ୍ୟୁଜିଲାଣ୍ଡ କ୍ରିକେଟ ଦଳ

ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ନାଁରେ ଏଭଳି ଏକ ରେକର୍ଡ ରହିଛି ଯାହ ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ଦଳ ଭାଙ୍ଗିବାରେ ସମର୍ଥ ହୋଇ ନାହିଁ। ୧୯୫୫ରେ ଇଂଲଣ୍ଡ ବିପକ୍ଷରେ ଅକଲାଣ୍ଡରେ ଖେଳାଯାଇଥିବା ଏକ ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳ ୨୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଆଜି ପର୍ଯ୍ୟନ୍ତ ଖେଳାଯାଇଥିବା ଟେଷ୍ଟ କ୍ରିକେଟରେ ଏହା ନ୍ୟୁନତମ ସ୍କୋର। ଉକ୍ତ ଟେଷ୍ଟରେ ନ୍ୟୁଜିଲାଣ୍ଡ ଦଳ ୨୭ ଓଭର ଖେଳି ୨୬ ରନ୍‌ କରିବାରେ ସକ୍ଷମ ହୋଇଥିଲା।

Share