୬୬,୫୪୯ ଭୋଟରେ ଅନୁଭବ ଆଗୁଆ

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫-କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୬୬,୫୪୯ ଭୋଟରେ ଆଗରେ ଅଛନ୍ତି। ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୧,୯୪, ୯୫୩ ଭୋଟ ପାଇଥିବା ବେଳେ ଅନୁଭବ ୨,୬୧,୨୦୨ ଖଣ୍ଡ ଭୋଟ ପାଇଛନ୍ତି।