Categories: ବାଣିଜ୍ୟ

୭୩% ହ୍ରାସ ପାଇଛି ସୁନା ଆମଦାନୀ

ନୂଆଦିଲ୍ଲୀ,୫ା୯: ଭାରତର ସୁନା ଆମଦାନୀ ୭୩% ହ୍ରାସ ପାଇଛି। ସୁନା ଦର ରେକର୍ଡ ସ୍ତରରେ ପହଞ୍ଚତ୍ୟିବାରୁ ଲୋକେ ଏହାକୁ କିଣିବାରୁ ଦୂରେଇ ରହୁଛନ୍ତି। ଗତ ୩ ବର୍ଷ ଭିତରେ ସୁନା ଆମଦାନୀ ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଅଗଷ୍ଟରେ ଦେଶରେ ମାତ୍ର ୩୦ ଟନ ସୁନା ଆମଦାନୀ କରାଯାଇଥିବା ବେଳେ ଗତବର୍ଷ ଏହି ସମୟରେ ଏହା ୧୧୧.୪୭ ଟନ ଥିଲା। ଅନ୍ୟପକ୍ଷରେ ସୁନା ଆମଦାନୀକୁ ହ୍ରାସ କରିବା ଲାଗି ସରକାର ଏହା ଉପରେ ଆମଦାନୀ ଶୁଳ୍କ ବଢ଼ାଇଛନ୍ତି। ସୁନା ଦର ଗତ ୬ବର୍ଷର ରେକର୍ଡ ସ୍ତରରେ ପହଞ୍ଚତ୍ଗଲାଣି।

Share