୮ମ ରାଉଣ୍ଡରେ ମୁକେଶ ପାଲ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୮ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ମୋଟ୍‌ ୫୬୯୬ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ୮ମ ରାଉଣ୍ଡରେ ମୁକେଶ ପାଲ ୨୨୨୫ ଖଣ୍ଡ ଭୋଟ, ଭାଜପାର ଅଶୋକ ମହାନ୍ତି ୧୭୭୩ ଖଣ୍ଡ ଭୋଟ ପାଇଛନ୍ତି।