Categories: ଜାତୀୟ

ଅତିକ୍ରମଣ ଉପରେ ବୁଲଡୋଜର ଚାଲିବା ଉପରେ ୧୦ ଦିନିଆ ରୋକ…

ନୂଆଦିଲ୍ଲୀ,୧୬।୮ : ବୁଧବାର ସୁପ୍ରିମକୋର୍ଟ ମଥୁରାର କୃଷ୍ଣ ଜନ୍ମଭୂମିରେ ଅତିକ୍ରମଣକାରୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଅତିକ୍ରମଣ ଅଞ୍ଚଳରେ ବୁଲଡୋଜର ଚାଲିବା ଉପରେ ୧୦ ଦିନିଆ ରୋକ ଜାରି କରାଯାଇଛି। କୃଷ୍ଣ ଜନ୍ମଭୂମି ନିକଟରେ ହୋଇଥିବା ଅତିକ୍ରମଣ ହଟାଇବା ପାଇଁ ରେଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚାଲିଥିବା ଏହି ଭଙ୍ଗା ଅଭିଯାନ ଉପରେ ସର୍ବୋଚ୍ଚ କୋର୍ଟ ସ୍ଥଗିତ ରଖିଛନ୍ତି।

ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ ସପ୍ତାହ ଅତିକ୍ରମଣ ଭାଙ୍ଗିବା ପରେ ଏହା ଉପରେ ରୋକ ଲଗାଯାଇ କୋର୍ଟଙ୍କ ପକ୍ଷରୁ ଏହି ଆବେଦନ ଉପରେ କେନ୍ଦ୍ରକୁ ନୋଟିସ ଜାରି କରାଯାଇଛି।

Share