ଧନତେରସରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ଠେଲାପେଲାରେ ୧୦ ଆହତ

ପୁରୀ,୧୦।୧୧: ପୁରୀ ଶ୍ରୀମନ୍ଦିରରେ ଶୁକ୍ରବାର ମଙ୍ଗଳ ଆଳତି ସମୟରେ ଠେଲାପେଲା ହୋଇଛି। ଧନତେରସରେ ପ୍ରବଳ ଭିଡ଼ କାରଣରୁ ଠେଲାପେଲାରେ ୧୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କୁ ସୁରକ୍ଷାକର୍ମୀମାନେ ତୁରନ୍ତ ପୁରୀ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ନେଇଯାଇଥିଲେ। ସେଠାରେ ଚିକତ୍ସା ପରେ ଫେରିଥିବା ସୂଚନା ମିଳିଛି।

Share