ଥାଇଲାଣ୍ଡରେ ୮୦ ଘଣ୍ଟା ଫସିଲେ ୧୦୦ ଭାରତୀୟ ଯାତ୍ରୀ

ବ୍ୟାଙ୍କକ୍‌, ୨୦।୧୧: ଥାଇଲାଣ୍ଡର ଫୁକେଟରେ ଏୟାର ଇଣ୍ଡିଆର ପ୍ରାୟ ୧୦୦ ଯାତ୍ରୀ ୮୦ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଛନ୍ତି। ଗତ ୧୬ରେ ଏୟାର ଇଣ୍ଡିଆର ବିମାନ ‘ଏଆଇ୩୭୭’କୁ ଫୁକେଟରୁ ଦିଲ୍ଲୀ ଆସିବାକୁ ଥିଲା। ତେବେ ବିମାନରେ ବୈଷୟିକ ତ୍ରୁଟି ଦେଖାଯିବାରୁ ଏହାର ଉଡ଼ାଣକୁ ରଦ୍ଦ କରିଦିଆଯାଇଥିଲା। ଫଳରେ ଉକ୍ତ ବିମାନରେ ଦିଲ୍ଲୀ ଆସିବାକୁ ଥିବା ୧୦୦ ଯାତ୍ରୀ ୮୦ ଘଣ୍ଟାରୁ ଅଧିକ ସମୟ ଧରି ଫୁକେଟରେ ଫସି ରହିଛନ୍ତି। ଭାରତକୁ ଫେରି ପାରୁ ନ ଥିବାରୁ ସେମାନେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ମାଧ୍ୟମରେ ଏୟାର ଇଣ୍ଡିଆ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଘଟଣାକୁ ନେଇ ଏୟାର ଇଣ୍ଡିଆ ପ୍ରତିକ୍ରିୟା ରଖିଛି। ଫୁକେଟରେ ସମସ୍ତ ଯାତ୍ରୀଙ୍କର ରହଣି ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏୟାର ଇଣ୍ଡିଆର ଆଉ ଏକ ବିମାନରେ ଫସି ରହିଥିବା ଯାତ୍ରୀଙ୍କୁ ଦିଲ୍ଲୀ ଅଣାଯିବ ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ନମାଜ ଆସିଲା ଭୂମିକମ୍ପ: ପ୍ରାଣ ହରାଇଲେ ୭୦୦ରୁ ଉର୍ଦ୍ଧ୍ବ ମୁସଲମାନ

ନୂଆଦିଲ୍ଲୀ,୩୧।୩: ମିଆଁମାରର ଏକ ମୁସଲିମ ସଂଗଠନ କହିଛି ଯେ ପବିତ୍ର ରମଜାନ ମାସରେ ଶୁକ୍ରବାର ନମାଜ ସମୟରେ ଦେଶରେ ହୋଇଥିବା ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ...

ଭାରତ,ଚାଇନା କି ରୁଷିଆ ନୁହେଁ, ରାଷ୍ଟ୍ରପତି ହେବା ପରେ ପ୍ରଥମେ ଏହି ମୁସଲମାନ ଦେଶକୁ ଗସ୍ତ କରିବେ ଟ୍ରମ୍ପ

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ମେ’ରେ ତାଙ୍କର ପ୍ରଥମ ବିଦେଶ ଗସ୍ତ ଆରମ୍ଭ କରିବେ, ସେ କୌଣସି ପଶ୍ଚିମ ଦେଶ କିମ୍ବା ଭାରତ,...

Myanmar Earthquake : ମ୍ୟାନମାର ଭୂକମ୍ପରେ ୩୫ ଲକ୍ଷର ଅଧିକ ଲୋକେ ବାସହରା

ନାପିଦାଉ,୩୧।୩: ମ୍ୟାନମାରରେ ହୋଇଥିବା ଭୂକମ୍ପ ବିପର୍ଯ୍ୟୟ ଯୋଗୁଁ ପ୍ରାୟ ୩୫ଲକ୍ଷ ଲୋକ ବାସହାରା ହୋଇଛନ୍ତି ଏବଂ ଏଠାରେ ଏବେ ବି ଭୂମିକମ୍ପ ଅନୁଭୂତ ହେଉଛି। ରବିବାର...

ଟ୍ରମ୍ପକୁ କଡ଼ା ଜବାବ ଦେଲା ତେହରାନ, କହିଲା ଆମର ବି ମିଶାଇଲ ପ୍ରସ୍ତୁତ

ତେହେରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ପରମାଣୁ ଚୁକ୍ତିନାମା ନ କରିବାରୁ ଟ୍ରମ୍ପ ଇରାନ ଉପରେ ରାଗି ଯାଇଛନ୍ତି। ସେ ସିଧାସଳଖ...

ଫସିଥିବା ଲୋକେ ବଞ୍ଚିବା ଆଶା କ୍ଷୀଣ

ମାଣ୍ଡଲେ,୩୧ା୩: ମ୍ୟାନ୍‌ମାରର ଦ୍ୱିତୀୟ ସର୍ବବୃହତ୍‌ ସହର ମାଣ୍ଡଲେର ରାସ୍ତାଘାଟରେ ଗଳିତ ମୃତଦେହର ଗନ୍ଧ। ଉକ୍ତ ଅଞ୍ଚଳ ଏକ କବରସ୍ଥଳରେ ପରିଣତ ହୋଇଛି। ପ୍ରଳୟଙ୍କରୀ ଭୂକମ୍ପର ୨...

ଭୂକମ୍ପ ସତ୍ତ୍ୱେ ବିଦ୍ରୋହୀଙ୍କୁ ସେନାର ଆକ୍ରମଣ

ବ୍ୟାଙ୍କକ୍‌,୩୧ା୩: ମ୍ୟାନ୍‌ମାରରେ ପ୍ରଳୟଙ୍କରୀ ଭୂକମ୍ପରେ ୧,୭୦୦ ଲୋକଙ୍କ ମୃତ୍ୟୁ ଘଟିବା ସହ ଅନେକ ହଜାର ଭଗ୍ନାବଶେଷ ତଳେ ରହିଯାଇଥିବା ଆଶଙ୍କା କରାଯାଉଛି। ଏଭଳି ବିପର୍ଯ୍ୟୟ ସମୟରେ ମଧ୍ୟ...

ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ: କଥା ନ ମାନିଲେ ହେବ ବୋମାମାଡ଼

ନୂଆଦିଲ୍ଲୀ,୩୦।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ ଏହାର ପରମାଣୁ କାର୍ଯ୍ୟକ୍ରମ ଉପରେ ଏକ ଚୁକ୍ତିରେ ପହଞ୍ଚିବାକୁ ମନା କରେ,...

ଟୋଙ୍ଗାରେ ୭.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଆଲର୍ଟ

ନୂଆଦିଲ୍ଲୀ,୩୦ା୩: ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଦେଶ ଟୋଙ୍ଗା ନିକଟରେ ଏକ ଶକ୍ତିଶାଳୀ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image