Categories: ଜାତୀୟ

ହେଲିକପ୍ଟରରେ ଗଲା ଦଶମ ଶ୍ରେଣୀ ପ୍ରଶ୍ନପତ୍ର

ରାୟପୁର,୧।୩: ହେଲିକପ୍ଟରରେ ଗଲା ଦଶମ ଶ୍ରେଣୀ ପ୍ରଶ୍ନପତ୍ର। ଏଭଳି ଘଟଣା ଛତିଶଗଡର ସୁକୁମା ଜିଲାରେ ଦେଖିବାକୁ ମିଳିଛି। ସୁକୁମା ଜିଲାର ଜାଗରକଣ୍ଡା ନକ୍ସଲ ପ୍ରବଣ ଅଞ୍ଚଳରେ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଜିଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ, ଆଜିଠାରୁ ଛତିଶଗଡରେ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି।

 

Share