୧୧ କୋଟି ଟଙ୍କାର ସିଗାରେଟ୍‌ ଜବତ

ଇସଲାମାବାଦ,୧୮ା୬: ବେଲୁଚିସ୍ତାନର କିଛି ସ୍ଥାନରେ ପୃଥକ୍‌ ଭାବେ ଚଢ଼ାଉ କରାଯାଇଥିବା ବେଳେ ପାକିସ୍ତାନ କଷ୍ଟମ୍ସ ୧୧ କୋଟି ଟଙ୍କାର ବିଦେଶୀ ସିଗାରେଟ୍‌ ଜବତ କରିଛି।

୪ଟି ପ୍ରଦେଶରେ ଆରମ୍ଭ ହୋଇଥିବା ସିଗାରେଟ୍‌ ଚୋରା ଚାଲାଣ ବିରୋଧୀ ଅପରେଶନ ସମୟରେ ଗତ ସପ୍ତାହରେ ୩୦ କୋଟି ଟଙ୍କା ମୂଲ୍ୟର ବିଦେଶୀ ବ୍ରାଣ୍ଡ ସିଗାରେଟ୍‌ ଜବତ କରିଥିବା କଷ୍ଟମ୍ସ ଅଧିକାରୀମାନେ କହିଛନ୍ତି।

Share