ସପ୍ତାହରେ ଥରେ ପିଅନ୍ତୁ ଛେଳି କ୍ଷୀର ଡେଙ୍ଗୁରୁ ରହିବେ ଦୂରେଇ…

ଛେଳି କ୍ଷୀର ଅନେକ ପୋଷକ ତତ୍ତ୍ୱର ଭରପୁର। ସପ୍ତାହରେ ଥରେ ଛେଳି କ୍ଷୀର ପିଇଲେ ଡେଙ୍ଗୁରୋଗର ହେବାର ଆଶଙ୍କା ନ ଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏଥିରେ କାର୍ବୋହାଇଡ୍ରେଟ୍‌, ପଟାସିୟମ୍‌, କପର, ଜିଙ୍କ୍‌ ଆଦି ପଦାର୍ଥ ରହିଛି। ଏହା ସହିତ ଏଥିରେ ଭିଟାମିନ୍‌ ଏ, ବି , ସି ମଧ୍ୟ ରହିଛି। ଏଥିରେ କ୍ୟାସିନ୍‌ ଏ-୨ ରହିଛି ଯାହାକି ଶରୀରର ପ୍ରତିଷେଧକ ଶକ୍ତି ବୃଦ୍ଧି କରିଥାଏ। ଏହା କୋଲେଷ୍ଟରଲସ୍ତରକୁ ନିୟନ୍ତ୍ରିତ କରିଥାଏ। ଏହା ରକ୍ତହୀନତା ସମସ୍ୟାରୁ ମୁକ୍ତି ଦିଏ ବୋଲି ଆୟର୍ବେଦରେ କୁହାଯାଇଛି।

Share