ଉଦ୍ଧାରକାର୍ଯ୍ୟ ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ଥ: ୧୨ ନାଇଜେରିଆ ସୈନିକ ମୃତ

ଅବୁଜା,୧୮।୮: ନାଇଜେରିଆର ରାଜଧାନୀ ଅବୁଜାରେ ଏକ ମିଶନରୁ ମୃତ ଓ ଆହତସସୈନିକମାନଙ୍କୁ ନେଇ ଯାଉଥିବା ଏକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ସମୟ ମଧ୍ୟରେ ନାଇଜେରିଆର ୧୨ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି। ନାଇଜର ଚୁକୁବା ଗ୍ରାମରେ ସଶସ୍ତ୍ର ଗ୍ୟାଙ୍ଗଙ୍କ ଆକ୍ରମଣରେ ଆହତ ଏବଂ ନିହତ ସୈନିକନିକମାନଙ୍କୁ ଥଇଥାନ କରିବା ପାଇଁ ଏହି ମିଶନ କାର୍ଯ୍ୟ କରାଯାଇଥିଲା। ଗତ ସୋମବାର ଏହି ଘଟଣା ଘଟିଥିବା ଜଣାପଡିଛି।

Share