Categories: ଫୁରସତ

୧୩୦ବର୍ଷର ପୁରୁଣା ଘରୁ ମିଳିଲା ମାଲିକଙ୍କ ଶେଷ ଚିଠି, ଏଥିରେ ଲେଖାଅଛି ଏମିତି…

ଘରଟିକୁ ଭୂତିଆ ଘର କହିଲେ ଅନ୍ୟଥା ହେବ ନାହିଁ। କୋର୍ଟନି ଏବଂ ମ୍ୟାଟ ନାମକ ଏକ ଦମ୍ପତି କିଣିଛନ୍ତି ଏହି ୧୩୦ବର୍ଷର ପୁରୁଣା ଘରକୁ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଘରେ ସେମାନଙ୍କୁ ଏକ ଚିଠି ମିଳିଛି ଯାହା ଘରେ ରହିଥିବା ଶେଷ ଘର ମାଲିକଙ୍କର। ଦମ୍ପତି ଘରେ ତିନୋଟି ଗୁପ୍ତ କୋଠରୀ ପାଇଛନ୍ତି।
ଦମ୍ପତି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଘର ବିଷୟରେ ସୂଚନା ଦେଇଛନ୍ତି। ଭିଡିଓ ମାଧ୍ୟରେ ଲୋକଙ୍କୁ ଏହି ଘରର ବିଭିନ୍ନ ଅଜଣା ତଥ୍ୟ ବିଷୟରେ ଜଣାଇଛନ୍ତି। ଦମ୍ପତଙ୍କୁ ମିଳିଥିବା ଭିଡିଓରେ ଲେଖାଯାଇଛି, ମୁଁ ମ୍ୟାଡସେନ ପରିବାରର ଶେଷ ବଂଶଧର। ଏହି ଘରେ ବହୁ ଗୁପ୍ତ ରହସ୍ୟ ରହିଛି। ଏଥିରେ ୩ଟି ଗୁପ୍ତ କୋଠରୀ ରହିଛି।

Share