Categories: ଜାତୀୟ

୧୩୩ ସରପଞ୍ଚ -୧୭,୩୪୭ ପଞ୍ଚ ସର୍ବସମ୍ମତି କ୍ରମେ ନିର୍ବାଚିତ, ୮୬.୭୯ କୋଟି ଟଙ୍କାର ପୁରସ୍କାର ଦେବେ ଖଟ୍ଟର ସରକାର…

ଚଣ୍ଡିଗଡ଼,୨୯।୧୦ : ହରିୟାଣା ପଞ୍ଚାୟତ ନିର୍ବାଚନ ୨୦୨୨ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ୧୩୩ ସରପଞ୍ଚ ଏବଂ ୧୭,୩୪୭ ପଞ୍ଚ ଏବଂ ପଞ୍ଚାୟତ ସମିତି ସଦସ୍ୟ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ୫୬ ବ୍ଲକ୍‌ ସମିତି ସଭ୍ୟଙ୍କୁ ମଧ୍ୟ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଛି।

ବର୍ତ୍ତମାନ ନିର୍ବାଚନ ଖର୍ଚ୍ଚ ସଞ୍ଚୟ କରିଥିବାରୁ ହରିୟାଣା ସରକାର ସେମାନଙ୍କୁ ୮୬.୭୯ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିବେ। ଏନେଇ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Share