ଭୁବନେଶ୍ୱର, ୧୩।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ୨୭ ଜିଲାରୁ ୧୪୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୩୭,୯୦୦ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍କରି ସୂଚନା ଦିଆଯାଇଛି। ଏଥିମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୨୫୫ଜଣ ସୁସ୍ଥ ହୋଇଛନ୍ତି।
36 from Kandhamal
33 from Malkangiri
30 from Keonjhar
29 from Koraput
28 from Boudh
28 from Nayagarh
21 from Jharsuguda
20 from Mayurbhanj
19 from Sonepur
18 from Jagatsinghpur
13 from Balasore
12 from Baragarh
10 from Kalahandi
7 from Kendrapara
4 from Jajpur— H & FW Dept Odisha (@HFWOdisha) August 13, 2020