ୟୁନିଭର୍ସିଟିରେ ଗୁଳିକାଣ୍ଡ: ଚାଲିଗଲା ୧୫ ଜୀବନ

ପ୍ରାଗ୍‌,୨୧ା୧୨: ଚେକ୍‌ ଗଣରାଜ୍ୟ ରାଜଧାନୀ ପ୍ରାଗ୍‌ରେ ଥିବା ଏକ ୟୁନିଭର୍ସିଟିରେ ଗୁଳିକାଣ୍ଡ ଘଟି ୧୫ ଜଣଙ୍କ ମୃତ୍ୟୁ ହେବା ସହ ୯ ଆହତ ହୋଇଛନ୍ତି। ଆକ୍ରମଣକାରୀ ପୋଲିସ ଗୁଳିରେ ନିହତ ହୋଇଥିବା ଜଣାପଡ଼ିଛି। ତେବେ ଚେକ୍‌ ପୋଲିସ ଆକ୍ରମଣକାରୀ ଏବଂ ନିହତ ଲୋକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦେଇନାହିଁ।

Share