Categories: ଜାତୀୟ

ଦିଲ୍ଲୀ ରାସ୍ତାରେ ୧୫ ଫୁଟର ଖାତ

ନୂଆଦିଲ୍ଲୀ, ୧ା୮: ଦକ୍ଷିଣ ଦିଲ୍ଲୀରେ ଆଇଆଇଟି ଫ୍ଲାଏଓଭର ତଳେ ଶନିବାର ସକାଳେ ୧୦ରୁ ୧୫ ଫୁଟ ଲମ୍ବର ଗଭୀର ଖାତ ସୃଷ୍ଟି ହୋଇଛି। ଏଥିଯୋଗୁ ସେଠାରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ପରେ ସେହି ରାସ୍ତା ଦେଇ ଟ୍ରାଫିକ୍‌ ପୋଲିସ ଚଳାଚଳ ବନ୍ଦ କରାଇଥିଲା। ଏହାର କାରଣ ଜଣାପଡ଼ିନାହିଁ। ଦିଲ୍ଲୀ ଜଳ ବୋର୍ଡ ସହ ସଂଯୁକ୍ତ ସ୍ବେରେଜ ଲାଇନ୍‌ରେ ଫାଟ ଯୋଗୁ ଏପରି ହୋଇଥିବା ସନ୍ଦେହ କରାଯାଉଛି।

Share