ଚର୍ଚ୍ଚାରେ ୧୫୦ ଫୁଟର ଡଙ୍ଗା

ବାଲେଶ୍ୱର ଅଫିସ,୩୦ା୧୧: ବାଲେଶ୍ୱର ଜିଲା ସୋର ମାଣିତ୍ରୀ ଗ୍ରାମରେ କାର୍ତ୍ତିକ ପୁର୍ଣ୍ଣିମା ଆବସରରେ ଗ୍ରାମବାସୀ ୧୫୦ ଫୁଟର ଡଙ୍ଗା ତିଆରି କରିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ୧୫୦ ଫୁଟର ନିର୍ମାଣ କରିଛନ୍ତି ଗ୍ରାମବାସୀ। କୋଭିଡ୍‌ କଟକଣା ପାଇଁ ସରକାରଙ୍କ ନିୟମକୁ ମାନି ଗ୍ରାମବାସୀ ଏହି ପରମ୍ପପରାକୁ ପାଳନ କରିଥିଲେ। ଯାହାକୁ ନେଇ ପୂରା ସୋର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।