ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଇରାନ ଗିରଫ କରିନାହିଁ ଏବଂ ସେମାନେ ଆରାମରେ ଦେଶ ଛାଡ଼ି ପାରିବେ।
ଏକ ରିପୋର୍ଟ ଅନୁଯାୟୀ, ଇଲାହୀ ଫୋନ୍‌ ଯୋଗେ କହିଛନ୍ତି, ମାଲବାହୀ ଜାହାଜରେ ଥିବା ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଗିରଫ କରାଯାଇ ନାହିଁ ଏବଂ ସହଜରେ ମୁକ୍ତ ହୋଇପାରିବେ।

ଏହି ଜାହାଜରେ ଥିବା ୧୭ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କ ମଧ୍ୟରୁ  ଡେକ୍‌ କ୍ୟାଡେଟ ଏନ, ଜୋସେ୍‌ଫ କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିରାପଦରେ ଅବତରଣ କରିବାର କିଛି ଘଣ୍ଟା ପରେ କେରଳର ଥ୍ରିସୁରର ବାସିନ୍ଦା ଜୋସେଫଙ୍କୁ ବିମାନବନ୍ଦରରେ ଆଞ୍ଚଳିକ ପାସପୋର୍ଟ ଅଧିକାରୀ ସ୍ବାଗତ କରିଥିଲେ।

ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏହି ସପ୍ତାହ ପୂର୍ବରୁ ଇରାନର ପ୍ରତିପକ୍ଷ ଆମୀର ଅବ୍‌ଦୁଲ୍ଲାଙ୍କ ସହ କଥା ହୋଇଥିବା କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି କେବଳ ଦେଶ ଭିତରେ ନୁହେଁ, ବାହାରେ ମଧ୍ୟ କାମ କରୁଛି। ଜୋସେଫଙ୍କ ଫେରିବା ପରେ ଜୟଶଙ୍କର ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି, ‘ମହାନ କାର୍ଯ୍ୟ, ଇରାନରେ ଭାରତୀୟ ଦୂତାବାସ। ଖୁସି ଯେ ଶ୍ରୀମତୀ ଏନ୍‌ ଟେସା ଜୋସେଫ ଘରେ ପହଞ୍ଚିଛନ୍ତି। ମୋଦିଙ୍କ ଗ୍ୟାରେଣ୍ଟି ସବୁବେଳେ କାମ କରେ, ଦେଶରେ ହେଉ କିମ୍ବା ବିଦେଶରେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଶପଥ ଗ୍ରହଣ ବେଳେ କିଏ ଏହି ଲୋକ, ଯାହାକୁ ବିଜୟର ଶ୍ରେୟ ଦେଲେ ରାଷ୍ଟ୍ରପତି, ଜାଣନ୍ତୁ…

ଓ୍ବାଶିଂଟନ୍‌,୨୧।୧: ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଜଧାନୀ ୱାଶିଂଟନ୍‌ ଡିସିର କ୍ୟାପିଟଲ ହିଲ୍ସରେ ରାଷ୍ଟ୍ରପତି ପଦର ଶପଥ ନେଉଥିଲେ, ସେତେବେଳେ ଜଣେ ୧୯ ବର୍ଷୀୟ ଯୁବକ...

ବିଶ୍ୱ ହେଉଛି ଆଶ୍ଚର୍ଯ୍ୟ, WHOରୁ ହଟିଲା ଆମେରିକା

ଓ୍ବାଶିଂଟନ,୨୧।୧: ସୋମବାର (ଜାନୁଆରୀ ୨୦)ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ କରିବା ପରେ ଟ୍ରମ୍ପ କହିଥିଲେ...

ପାକିସ୍ତାନର ନିଦ ହଜାଇଲେ ଡୋନାଲ୍ଡ ଟ୍ରମ୍ପ: ଶପଥ ଗ୍ରହଣବେଳେ କହିଦେଲେ ଏମିତି କଥା

ଓ୍ବାଶିଂଟନ୍‌,୨୧।୧: ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ପୁଣି ଶପଥ ନେଇଛନ୍ତି। ସେ ତାଙ୍କ ବକ୍ତବ୍ୟରେ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ମଧ୍ୟ ଦେଇଛନ୍ତି। ଆତଙ୍କବାଦୀ...

ତାଇଓ୍ବାନରେ ବଡ଼ ଧରଣର ଭୂକମ୍ପ, ଅଧିକାଂଶ କୋଠା ଭାଙ୍ଗି ଚୁରମାର

ତାଇପେଇ ସିଟି,୨୧।୧: ସୋମବାର ରାତିରେ ଦକ୍ଷିଣ ତାଇୱାନରେ ୬.୪ ତୀବ୍ରତାର ଏକ ଭୂମିକମ୍ପ ଲୋକଙ୍କୁ ଥରାଇ ଦେଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ସ୍ଥାନୀୟ ସମୟ...

ରାଷ୍ଟ୍ରପତି ହେଉ ହେଉ ବଢିଲା ଟ୍ରମ୍ପଙ୍କ ଅଡୁଆ, ଦାୟର ହେଲା ମାମଲା

ଓ୍ବାଶିଂଟନ,୨୧।୧: ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ନେବାର ମାତ୍ର କିଛି ମିନିଟ ପରେ ବିଚାରର ସମ୍ମୁଖୀନ ହେଉଛନ୍ତି। ଆମେରିକୀୟ ସରକାରୀ କର୍ମଚାରୀ ଫେଡେରେସନ...

ଇରାନରେ ପପ୍‌ ଗାୟକଙ୍କୁ ମୃତ୍ୟୁଦଣ୍ଡ

ତେହରାନ,୨୧।୧: ପ୍ରଫେଟ୍‌ ମହମ୍ମଦଙ୍କୁ ନିନ୍ଦା କରିଥିବା ଲୋକପ୍ରିୟ ପପ୍‌ ଗାୟକ ଅମିର ହୋସେଇନ୍‌ ମଘସୌଡଲୁ ଓରଫ ଟାଟାଲୁଙ୍କୁ ଇରାନର ଏକ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ମହମ୍ମଦଙ୍କୁ...

ସୁବର୍ଣ୍ଣ ଯୁଗ ପାଇଁ ଟ୍ରମ୍ପ୍‌ଙ୍କ ପ୍ରତିଶ୍ରୁତି

ଓ୍ବାଶିଂଟନ,୨୧।୧: ଡୋନାଲ୍ଡ ଟ୍ରମ୍ପ୍‌ ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଆମେରିକାରେ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଥିବା କହିଛନ୍ତି। ଆମେରିକା ପ୍ରତ୍ୟେକ ଦେଶ ପାଇଁ...

ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ଇନିଂସ୍‌ ଆରମ୍ଭ: ଶପଥ ଗ୍ରହଣ କରି କଲେ ବଡ଼ ଘୋଷଣା

ଓ୍ବାଶିଂଟନ,୨୦।୧: ରିପବ୍ଲିକାନ୍‌ ନେତା ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ନିର୍ବାଚିତ ହେବା ସହ ସୋମବାର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image