ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜ୍ୟରେ ଆଖି ବୁଜିଲେ ଆଉ ୧୭ କରୋନା ଆକ୍ରାନ୍ତ। ମୃତକଙ୍କ ମଧ୍ୟରେ ବାଲେଶ୍ୱର-ସୁନ୍ଦରଗଡ଼ର ୬ଜଣ ସଂକ୍ରମିତ ଥିବା ବେଳେ ଗଞ୍ଜାମର ୨ ଏବଂ କଳାହାଣ୍ଡି-ପୁରୀର ଜଣେ ଲେଖାଏ ଆକ୍ରାନ୍ତ ଅଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦେଇଛନ୍ତି।
Details of cases confirmed as death due to Covid-19, after due completion of death audit process:
1.A 38 years old Male of Balasore District.
2.A 85 years old Male of Balasore District.
3.A 52 years old Male of Balasore District.
— H & FW Dept Odisha (@HFWOdisha) February 20, 2022