ଦକ୍ଷିଣ କୋରିଆ ସୀମାରେ ଉତ୍ତର କୋରିଆର ୧୮୦ ଯୁଦ୍ଧ ବିମାନ

ସିଓଲ,୪ା୧୧: ଉତ୍ତର ସୀମାରେ ପ୍ରାୟ ୧୮୦ ଉତ୍ତର କୋରିଆ ଯୁଦ୍ଧ ବିମାନ ଦେଖିବା ବିଷୟରେ ସୂଚନା ପାଇବା ମାତ୍ରେ ଦକ୍ଷିଣ କୋରିଆ ସତର୍କ ହୋଇଯାଇଛି। ଏଠାରେ ଥିବା ସେନା ତୁରନ୍ତ ଏହାର ଜେଟ୍‌ ପଠାଇଥିଲେ। ଏହି ସୂଚନା ଦକ୍ଷିଣ କୋରିଆ ସେନା ଦ୍ୱାରା ଦିଆଯାଇଛି। ଶୁକ୍ରବାର ଉତ୍ତର କୋରିଆର ଯୁଦ୍ଧ ବିମାନ ୪ ଘଣ୍ଟାରୁ ଅଧିକ ସମୟ ଧରି ଉତ୍ତର କୋରିଆର ଯୁଦ୍ଧ ବିମାନ ଉଡ଼ାଣ କରୁଥିବା ଜାଣିବା ମାତ୍ରେ ତୁରନ୍ତ ସଜାଗ ହୋଇଯାଇଥିଲେ।

Share