Categories: ଖେଳ

ରାଜସ୍ଥାନ ରୟାଲ୍ସ ଆଗରେ ୧୮୮ ରନ୍‌ ବିଜୟ ଟାର୍ଗେଟ

ଧର୍ମଶାଳା,୧୯।୫: ଆଇପିଏଲର ୨୦୨୩ର ୬୬ ତମ ମ୍ୟାଚ୍‌ରେ ଶୁକ୍ରବାର ପଞ୍ଜାବ କିଙ୍ଗ୍ସ ରାଜସ୍ଥାନ ରୟାଲସ୍ସକୁ ୧୮୮ ରନ୍‌ ବିଜୟ ଟାର୍ଗେଟ ଦେଇଛି। ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୫ଟା ଉଇକେଟ ହରାଇ ୧୮୭ ରନ୍‌ କରିଛି। ଫଳରେ ବିଜୟ ପାଇଁ ରାଜସ୍ଥାନ ରୟାଲସ୍ସକୁ ୧୮୮ ରନ ଟାର୍ଗେଟ୍‌ ଦେଇଛି ପଞ୍ଜାବ କିଙ୍ଗ୍ସ।ଧର୍ମଶାଳା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଆୟୋଜିତ ହୋଇଛି। ଏହି ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ରାଜସ୍ଥାନ ରୟାଲ୍ସ ବୋଲିଂ ନିଷ୍ପତ୍ତି ନେଇଥିଲା। ତେବେ ଦୁଇ ଦଳ ମଧ୍ୟରୁ ଯେଉଁ ଟିମ୍‌ ପରାଜିତ ହେବ ସେ ପ୍ଲେ ଅଫ୍‌ରୁ ବାଦ ପଡିବ ।

Share