ଅଗଷ୍ଟ ୮ରେ ପ୍ରକାଶ ପାଇବ ଯୁକ୍ତ ୨ କଳା, ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ

ଭୁବନେଶ୍ୱର,୬।୮(ବ୍ୟୁରୋ): ପୂର୍ବରୁ ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ଅଗଷ୍ଟ ୮ ତାରିଖରେ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇବ । ଅପରାହ୍ନ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷାଫଳ ଘୋଷଣା କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ www.odisharesults.nic.in ଓ୍ବେବ୍‌ସାଇଟ୍‌ରେ ପରୀକ୍ଷାଫଳ ଦେଖିପାରିବେ। ତେବେ ଯୁକ୍ତ ଦୁଇ କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ଉକ୍ତ ଦିନ ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ରାଜ୍ୟର ୧୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ । ଜୁଲାଇ ୨୭ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଚଳିତବର୍ଷ ବିଜ୍ଞାନରେ ପାସ ହାର ୯୪ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ ହାର ୮୯ ପ୍ରତିଶତ ରହିଥିଲା। ଚଳିତ ବର୍ଷ ୭୨,୧୦୬ ଜଣ ବିଜ୍ଞାନରେ ପାସ କରିଥିବା ବେଳେ ୨୧,୧୬୫ ଜଣ ବାଣିଜ୍ୟରେ ପାସ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ନିକ୍‌ ପାଇଁ ବାଦୁବାଡ଼ିରେ ଜମୁଛି ଭିଡ଼, ଭୋଜିଭାତ କରି ମଜା ଉଠାଉଛନ୍ତି ଲୋକେ

ରାଇକିଆ,୮ା୧(ପ୍ରଦୀପ ବେହେରା): ଏବେ ଚାଲିଛି ପିକ୍‌ନିକ୍‌ ଋତୁ। ସବୁଠି ବଣଭୋଜିର ଆସର। କନ୍ଧମାଳ ଜିଲା ନୂଆଗାଁ ବ୍ଲକର ଗୁଞ୍ଜିବାଡ଼ି ନିକଟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବାଦୁବାଡ଼ି...

ଏକୁଟିଆ ପାଇ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ଏଏସ୍‌ଆଇ ଗିରଫ

ଭୁବନେଶ୍ୱର,୮।୧: ଏକ ଲଜ୍ଜାଜନକ ଘଟଣାରେ ରେଳବାଇ ସୁରକ୍ଷା ବଳ (ଆରପିଏଫ) ର ସହକାରୀ ସବ-ଇନ୍ସପେକ୍ଟର (ଏଏସଆଇ) ଭୁବନେଶ୍ୱରରେ ସାହାଯ୍ୟ କରିବା ବାହାନା କରି ଜଣେ ଯୁବତୀଙ୍କ...

Featured Video Play Icon

ସକାଳୁ ସକାଳୁ କେମିତି ହତ୍ୟାକାଣ୍ଡ ରଚିଥିଲେ ଅପରାଧୀ, ସାମ୍ନାକୁ ଆସିଲା ଭିଡିଓ…

ଭୁବନେଶ୍ବର,୧।୮: ରସୁଲଗଡ଼ ହତ୍ୟାକାଣ୍ଡ ଘଟଣାରେ ଭିଡିଓ ସାମ୍ନାକୁ ଆସଛି । ଭିଡିଓରେ ୨ ଅଭିଯୁକ୍ତ କେମିତି ବାଇକ୍‌ରେ ଆସି ହତ୍ୟା କରୁଛନ୍ତି ତାହା ଦେଖିବାକୁ ମିଳୁଛି।...

ରସୁଲଗଡ଼ ବିଚ୍‌ ରାସ୍ତାରେ ବୀଭତ୍ସ ହତ୍ୟା: ଚିହ୍ନଟ ହୋଇସାରିଲେଣି ହତ୍ୟାକାରୀ

ଭୁବନେଶ୍ୱର,୮।୧: ସହଦେବ ନାୟକ ହତ୍ୟା ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଘଟଣାର ତଦନ୍ତ ପାଇଁ ସତନ୍ତ୍ର ଟିମ ଗଠନ...

ଠକେଇ ମାମଲାରେ ଦୋଷମୁକ୍ତ ପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ, ମୋତେ…

ଭୁବନେଶ୍ୱର,୮।୧: ଠକେଇ ମାମଲାରେ ମଙ୍ଗଳବାର କୋର୍ଟ ବ୍ରହ୍ମପୁର ସଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୋଷମୁକ୍ତ କରିଛନ୍ତି। ଏହାପରେ ବୁଧବାର ଖବରଦାତା ସମ୍ମିଳନୀରେ ବର୍ଷିଛନ୍ତି ପ୍ରଦୀପ। ନିଜ ବିରୋଧରେ...

ଜିନ୍ନତ୍‌ ଆସିଲା ପରେବି କମୁନି ରାଜନୀତି, ଏଯମୁନାକୁ ନେଇ ଉଠିଲାଣି ଗୁଜବ କହିଲେ…

ଭୁବନେଶ୍ୱର,୮।୧: ବାଘକୁ ନେଇ ବଢ଼ୁଛି ରାଜନୀତି। ବାଘ ଏବେ ପୁରୁଲିଆରେ ଅଛି, ତାକୁ ଓ ସରକାର ନେଇଯାଆନ୍ତୁ ବୋଲି ମମତା କହିବା ପରେ ରାଜନୀତି ଉଷ୍ମ...

୨ ଖଣି ଅଧିକାରୀଙ୍କ କ୍ୱାର୍ଟର୍ସରେ ସିବିଆଇର ବଡ଼ଧରଣର ଚଢ଼ାଉ

ସୁନ୍ଦରଗଡ଼,୮ା୧(ଜୟନାରାୟଣ ମେଣ୍ଡୁଳି): ଆଇରନ ମାଇନ୍ସର ୨ ବରିଷ୍ଠ ଅଧିକାରୀଙ୍କ କ୍ବାର୍ଟର୍ସରେ ବୁଧବାର ସିବିଆଇ ବଡ଼ଧରଣର ଚଢ଼ାଉ କରିଛି। ବରସୁଆଁ ସେଲ୍‌ ଆଇରନ ମାଇନ୍ସର ୨ ଉଚ୍ଚପଦସ୍ଥ...

ନିର୍ଦ୍ଦୋଷରେ ଖଲାସ ହେଲେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର,୮।୧: ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଗତକାଲି ୨ଟି ଓ ଆଜି ୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri