୨ ଦିନ ହେଲା ଉଠୁନି ମୃତ ବାଛୁରୀ

ଛତ୍ରପୁର,୮/୧୦(ସନ୍ତୋଷ ପାଢ଼ୀ /ଦିଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ରେ ଗତ ଦୁଇ ଦିନ ହେଲା ଏକ ବାଛୁରୀର ମୃତଦେହ ପଡ଼ିରହିଛି।ଉକ୍ତ ମୃତଦେହ ଉଠାଇବାକୁ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ଉପନିର୍ଦ୍ଦେଶକଙ୍କ ପକ୍ଷରୁ ଛତ୍ରପୁର ଏନଏସି ନିର୍ବାହୀ ଅଧିକାରୀଙ୍କୁ ଶନିବାରଠାରୁ ଚିଠି ଲେଖିଥିଲେ ମାତ୍ର ଏହା ଉଠାଯାଇନି ଫଳରେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ପରିସର ଦୁର୍ଗନ୍ଧରେ ଫାଟି ପଡୁଛି।

Share