Posted inଜାତୀୟ

ମଣିପୁରରେ ସଶସ୍ତ୍ର ଦୁର୍ବୃତ୍ତଙ୍କ ଆକ୍ରମଣ: ଆଇଆର୍‌ବି ଯବାନଙ୍କ ସମେତ ୨ ମୃତ

ଇମ୍ଫାଲ,୨୦ା୧୧: ମଣିପୁରର କାଙ୍ଗପୋକ୍‌ପି ଜିଲାରେ ସଶସ୍ତ୍ର ଦୁର୍ବୃତ୍ତଙ୍କ ଆକ୍ରମଣରେ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆର୍‌ବି)ର ଜଣେ ଯବାନ ଓ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏକ ମାରୁତି ଜିପ୍‌ସିରେ ଆଇଆର୍‌ବି ଯବାନ ଯାଉଥିବା ବେଳେ ହରାଓଥେଲ୍‌ ଏବଂ କୋବ୍‌ଶା ଗ୍ରାମ ମଧ୍ୟରେ ଆକ୍ରମଣ ହୋଇଥିଲା। ଏଥିରେ ଯବାନ ହେନ୍‌ମିନଲେନ ଭାଇପେଇ ଏବଂ ଡ୍ରାଇଭର ଥାଙ୍ଗମିନ୍‌ଲୁନ୍‌ଙ୍କ ମୃତ୍ୟୁ ଘଟିଛି।

ମଣିପୁରରେ ଗତ ମେ’ ମାସରେ ଜାତିଆଣ ହିଂସାକାଣ୍ଡ ପରେ ଉତ୍ତେଜନା ଲାଗିରହିଛି। ଅନେକ ସମୟରେ ସଶସ୍ତ୍ର ଉଗ୍ରପନ୍ଥୀମାନେ କୁକି-ଜୋ ସମ୍ପ୍ରଦାୟକୁ ଟାର୍ଗେଟ କରୁଥିବା ଆଦିବାସୀ ସଂଗଠନ ଅଭିଯୋଗ କରିଆସୁଛି। ସେମାନଙ୍କ ଆକ୍ରମଣରେ ବହୁ ନିରୀହ ଲୋକଙ୍କ ଜୀବନ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀତୀଶଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ମିଳିଲା ବଡ଼ ସଙ୍କେତ, ମୁଖ୍ୟମନ୍ତ୍ରୀଙ୍କ ଡାହାଣ ହାତ କରିଦେଲେ ବଡ଼ ଖୁଲାସା

ପାଟନା,୨୫।୧୧: ବିହାର ବିଧାନସଭାର ଚାରିଟି ଆସନରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳକୁ ନେଇ ଭାଜପା ଓ ଜେଡିୟୁ ବହୁତ ଉତ୍ସାହିତ ଅଛନ୍ତି। ତରାରି, ରାମଗଡ, ଇମାମଗଞ୍ଜ ଏବଂ...

ହଟିଲା ସସ୍‌ପେନ୍ସ, ଏହି ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ! ମଙ୍ଗଳବାର ଶିନ୍ଦେ ଦେବେ ଇସ୍ତଫା

ମୁମ୍ବାଇ,୨୫।୧୧: ମଙ୍ଗଳବାର ଏକନାଥ ଶିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ତାଙ୍କ ଇସ୍ତଫା ପରେ ହିଁ ଏକ ନୂତନ ସରକାର ଗଠନ ପାଇଁ ଉଦ୍ୟମ...

ସରକାରଙ୍କ ବଡ଼ ଘୋଷଣା: ଏଣିକି ବୃଦ୍ଧାବୃଦ୍ଧଙ୍କୁ ମିଳିବ ପେନ୍‌ସନ୍‌

ନୂଆଦିଲ୍ଲୀ,୨୫।୧୧: ନିର୍ବାଚନ ପୂର୍ବରୁ ହଜାର ହଜାର ବୃଦ୍ଧବୃଦ୍ଧାଙ୍କୁ ଦିଲ୍ଲୀ ସରକାର ଏକ ବଡ ଉପହାର ଦେଇଛନ୍ତି। ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ...

ଖୁସିରେ ଗଦ୍‌ଗଦ୍‌ ଅଜିତ ପାଓ୍ବାର: ଭଣଜାଙ୍କୁ କହିଦେଲେ ଏମିତି କଥା

ପୁଣେ,୨୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜୟ ପରେ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ଆତ୍ମବିଶ୍ୱାସ ଚରମ ସୀମାରେ ରହିଛି। ସେ ଭଣଜା ରୋହିତ ପାୱାରଙ୍କ ବିଜୟକୁ...

ପାର୍ଲାମେଣ୍ଟକୁ ସାଇକେଲରେ ଆସିଲେ ଟିଡିପି ଏମ୍‌ପି

ନୂଆଦିଲ୍ଲୀ,୨୫।୧୧: ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହୋଇଯାଇଛି। ଅଧିବେଶନରେ ଯୋଗଦେବାକୁ ଟିଡିପି ଏମ୍‌ପି ଆପାଲା ନାଇଡୁ ସାଇକେଲରେ ଆସି ପାର୍ଲାମେଣ୍ଟରେ ପହଞ୍ଚିଥିଲେ। ଏହି ଅବସରରେ...

୧୫୫ ଖଣ୍ଡ ଭୋଟ ମିଳିବା ପରେ ଟ୍ରୋଲ ହେଉଛନ୍ତି ଏହି ଅଭିନେତା: ଜବାବ ମିଳିଲା ଏମିତି…

ପୁଣେ,୨୫।୧୧: ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ନଭେମ୍ବର ୨୩ରେ ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯାଇଥିଲା। ଏହି ନିର୍ବାଚନରେ ଅନେକ...

ଶୀତକାଳୀନ ଅଧିବେଶନ ଆରମ୍ଭରୁ ହୋ-ହଲ୍ଲା: ଗୃହକୁ ସ୍ଥଗିତ ରଖିଲେ ବାଚସ୍ପତି

ନୂଆଦିଲ୍ଲୀ,୨୫ା୧୧: ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହୋଇଯାଇଛି। ବାଚସ୍ପତି ଓମ୍‌ ବିର୍ଲା ଅଧିବେଶନ ଆରମ୍ଭରେ ଲୋକ ସଭାରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହି...

ଶୀତ ଅଧିବେଶନ ପୂର୍ବରୁ ବିପକ୍ଷଙ୍କୁ ଟାର୍ଗେଟ୍‌ କଲେ ମୋଦି

ନୂଆଦିଲ୍ଲୀ,୨୫।୧୧: ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଶୀତ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି ଏବଂ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri