+୨ ରେଜଲ୍ଟ: ଦେଢ଼ଘଣ୍ଟାପରେ ପରେ ବି ଦେଖିପାରୁ ନାହାନ୍ତି ପିଲା

ଭୁବନେଶ୍ୱର,୩୧।୫(ବ୍ୟୁରୋ): +୨ ରେଜଲ୍ଟ ପ୍ରକାଶ ପାଇବାର ଦେଢ଼ ଘଣ୍ଟା ପରେ ମଧ୍ୟ ଦେଖିପାରୁନାହାନ୍ତି ଛାତ୍ରୀଛାତ୍ର। ଦିନ ୧୧ଟାରୁ ରେଜଲ୍ଟ ଘୋଷଣା ହୋଇଥିଲେ ବି ଏଯାଏ ଦେଖିହେଉନ ରେଜଲ୍ଟ।
ୱେବସାଇଟ ଖୋଲୁ ନ ଥିବାରୁ ଏଭଳି ସମସ୍ୟା ଉପୁଜିଛି। ଭୁବନେଶ୍ବର, କଟକ, ବ୍ରହ୍ମପୁର, ବାଲେଶ୍ବରରେ କେଉଁଠି ମଧ୍ୟ ୱେବସାଇଟ ଖୋଲୁ ନାହିଁ ।
ଦୀର୍ଘ ସମୟ ପରେ ବି ରେଜଲ୍ଟ ଦେଖିନପାରି ଛାତ୍ରଛାତ୍ରୀ ନିରାଶ ହୋଇଛନ୍ତି।

Share