ପାଇଖାନା ଟାଙ୍କି ସଫା ବେଳେ ୨ ଗୁରୁତର ଆଖିବୁଜିଲେ

ଭୁବନେଶ୍ୱର,୨୯ା୭(ସୂର୍ଯ୍ୟକାନ୍ତ ବେହେରା): ପାଇଖାନା ଟାଙ୍କି ସଫା ବେଳେ ଭୁବନେଶ୍ୱରର ଶିଶୁପାଳଗଡ଼, ରଘୁନାଥନଗର ଲେନ୍‌ ୨ରେ ଶନିବାର ଏକ ଅଘଟଣ ଘଟିଛି। ଟାଙ୍କି ଭିତରେ ପଶିଥିବା ୨ଯୁବକ ଅଣନିଃଶ୍ୱାସୀ ହୋଇ ଗୁରୁତର ହେବାରୁ ଅଗ୍ନିଶମ ଟିମ୍‌ ପହଞ୍ଚି ଟାଙ୍କି ଭିତରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।

Share