ମୁମ୍ବାଇ, ୨୧।୯ : ମୁମ୍ବାଇର ନାଭା ଶେରା ବନ୍ଦରରୁ ୨୦ ଟନରୁ ଅଧିକ ପରିମାଣର ହିରୋଇନ ଜବତ କରାଯାଇଛି। ଜବତ ହୋଇଥିବା ହିରୋଇନର ଆନୁମାନିକ ମୂଲ୍ୟ ୧୮୦୦ କୋଟି ଟଙ୍କା ବୋଲି କୁହାଯାଉଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଖୁବ ଶୀଘ୍ର ଏହି ଘଟଣାର ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବେ।
ଏହାକୁ ବନ୍ଦରର ଏକ କଣ୍ଟେନରରଚୁ ଜବତ କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।
ଖୁବ୍ ଶୀଘ୍ର ଏସମ୍ପର୍କିତ ଅତ୍ୟ ତଥ୍ୟର ପର୍ଦ୍ଦାଫାଶ ହେବ ବୋଲି ଅଧିକାରୀ ଏଚଜିଏସ୍ ଧାଲିଓ୍ବାଲ ସୂଚନା ଦେଇଛନ୍ତି।