ନୂଆବର୍ଷ ପୂର୍ବରୁ ଘରକୁ ଆଣନ୍ତୁ ଏସବୁ ଶୁଭ ଜିନିଷ; ବର୍ଷତମାମ ଧନର ଅଭାବ ରହିବ ନାହିଁ

ଆଉ ଦିନ କେଇଟାର ଅପେକ୍ଷା। ନବବର୍ଷ ୨୦୨୨କୁ ସ୍ବାଗତ କରିବା ଲାଗି ଏବେଠାରୁ ସଜବାଜ ହେଲେଣି ଲୋକେ। ତେବେ ବାସ୍ତୁ ଅନୁଯାୟୀ ନୂଆବର୍ଷ ଦିନ କିଛି ଏଭଳି ଜିନିଷ ଆଣନ୍ତୁ ଯାହା ଶୁଭ। ଏହାଦ୍ୱାରା ଘରେ ସୁଖସମୃଦ୍ଧି ଆସିଥାଏ। ଏଥିସହ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଆସନ୍ତୁ ଜାଣିବା:

-ମୟୂରପୁଚ୍ଛ

-ତୁଳସୀ ଗଛ

-ଚାନ୍ଦିର ହାତୀ

-ଧାତୁ ନିର୍ମିତ କଇଁଛ ମୂର୍ତ୍ତି(ରୂପା, ପିତ୍ତଳ ନଚେତ କଂସା)

-ଲାଫିଙ୍ଗ ବୁଦ୍ଧ

-ସ୍ବସ୍ତିକ ଚିତ୍ର

-ଗୋମତି ଚକ୍ର

-ଛୋଟ ନଡ଼ିଆ

-ଶୁଆ ଚିତ୍ର ଅଥବା ମୂର୍ତ୍ତି