ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧୫ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୯୬୭ ଲୋକାଲ କେସ୍ ରହିଛି। ଜିଲାରେ ସଂକ୍ରମଣକୁ ଦେଖିଲେ ଅନୁଗୋଳରୁ ୬୧, ବାଲେଶ୍ୱରରୁ ୧୪୬, ବରଗଡ଼ରୁ ୧୭, ଭଦ୍ରକରୁ ୭୧, ବଲାଙ୍ଗୀରରୁ ୯,ବୌଦ୍ଧରୁ ୧୦, କଟକରୁ ୨୮୨, ଦେଓଗଡ଼ରୁ ୬, ଢେଙ୍କାନାଳରୁ ୫୫, ଗଜପତିରୁ ୮, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୭୩, ଯାଜପୁରରୁ ୧୧୧, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୧୨, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୬୨, କେନ୍ଦୁଝରରୁ ୫୧, ଖୋର୍ଦ୍ଧାରୁ ୫୯୨, କୋରାପୁଟ ୪୦, ମାଲକାନଗିରିରୁ ୩୨, ମୟୂରଭଞ୍ଜରୁ ୧୪୧, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୮୩, ନୂଆପଡ଼ାରୁ ୨, ପୁରୀରୁ ୧୨୭, ରାୟଗଡ଼ାରୁ ୧୫, ସମ୍ବଲପୁରରୁ ୧୮, ସୋନପୁରରୁ ୭, ସୁନ୍ଦରଗଡ଼ରୁ ୬୭ ଏବଂ ଷ୍ଟେଟ୍ ପୁଲରୁ ୧୧୭ଜଣ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୯୩୯୭୫୨କୁ ବୃଦ୍ଧି ପାଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ବିଭାଗ ପକ୍ଷରୁ ରବିବାର ସକାଳେ ସୂଚନା ଦିଆଯାଇଛି।
Covid-19 Report For 10th July
New Positive Cases: 2282
In quarantine: 1315
Local contacts: 967(Details of local contacts will be shared by concerned Dist Administration)
District Wise Cases:
1. Angul: 61
2. Balasore: 146
3. Bargarh: 17
4. Bhadrak: 71
5. Balangir: 9— I & PR Department, Odisha (@IPR_Odisha) July 11, 2021