ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶା ବିଧାୟକ

ନୂଆଦିଲ୍ଲୀ/ଭୁବନେଶ୍ୱର,୩।୮(ବ୍ୟୁରୋ): ଓଡ଼ିଶାର ୨୪ ଜଣ ବିଧାୟକ ବୁଧବାର ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସବୁ ଦଳର ବିଧାୟକ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ରାଷ୍ଟ୍ରପତିଙ୍କୁ ପ୍ରଭୁ ଜଗନ୍ନାଥଙ୍କ ଫଟୋ, ମହାପ୍ରସାଦ ଏବଂ ଅନ୍ୟାନ୍ୟ ସ୍ମରଣିକା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୨୪ଜଣ ବିଧାୟକ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ ବିଜେଡିର ୧୫ଜଣ, ଭାଜପାର ୬ଜଣ ଏବଂ କଂଗ୍ରେସର ୩ଜଣ ବିଧାୟକ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠକେଇ ମାମଲାରେ ଫସିଲେ ଗୌତମ ଗମ୍ଭୀର: ହାଇକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୮।୧୧:ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଅଡୁଆ ଥମିବାର ନାଁ ଧରୁନି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଏବଂ ଶ୍ରୀଲଙ୍କା ବିପକ୍ଷ ଦିନିକିଆ...

ଏକମାତ୍ର ପୁଅଙ୍କୁ ଲଞ୍ଚ କରିବାକୁ ଚାହୁଁଛନ୍ତି କି ନୀତୀଶ କୁମାର? ବିହାରରେ ନୂଆ କ୍ରେଜ୍‌

ପାଟନା,୧୮।୧୧: ରାଜନୈତିକ ମହଲରେ କଳ୍ପନାଜଳ୍ପନା ରହିଛି ଯେ ନୀତୀଶ କୁମାର ଆସନ୍ତା ୨୦୨୫ ବିଧାନସଭା ନିର୍ବାଚନରେ ତାଙ୍କ ପୁଅ ନିଶାନ୍ତ କୁମାରଙ୍କୁ ଲଞ୍ଚ କରିପାରନ୍ତି। ରାଜନୈତିକ...

ପରଲୋକରେ ବରିଷ୍ଠ ଭାଜପା ନେତା ସମୀର ଦେ

ଭୁବନେଶ୍ୱର,୧୮।୧୧: ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ପରଲୋକ...

ଖାର୍ଗେଙ୍କ ଉପରେ ପଡିଲାଣି ବୟସର ପ୍ରଭାବ, ସେଥିପାଇଁ ଏପଟ ସେପଟ କଥା କହୁଛନ୍ତି: ପ୍ରବୀଣ ଖଣ୍ଡେଲଓ୍ବାଲ

ନୂଆଦିଲ୍ଲୀ,୧୮।୧୧: ରବିବାର ମହାରାଷ୍ଟ୍ରର ସାଙ୍ଗଲିରେ ଏକ ରାଲିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଭାଜପା ଏବଂ ଆରଏସଏସକୁ ବିଷ ସହ ତୁଳନା କରିଛନ୍ତି। ଯେଉଁଥିପାଇଁ ଭାଜପା...

ମଧ୍ୟବିତ୍ତ ପରିବାରକୁ ମିଳିବ ଆଶ୍ୱସ୍ତି! ବଡ଼ ସଙ୍କେତ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧୮।୧୧: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ର ବଜେଟ ବର୍ତ୍ତମାନ ଅଢେଇ ମାସରୁ କମ ସମୟ ବାକି ଅଛି। ଫେବୃଆରୀ ୧, ୨୦୨୫ରେ ବଜେଟ ଆଗତ...

ନିର୍ବାଚନ ରାଲିରେ ଭୋ ଭୋ ହୋଇ କାନ୍ଦି ସ୍ବାମୀଙ୍କ ନିର୍ଯାତନା ବଖାଣିଲେ ବିଧାୟିକା ପ୍ରାର୍ଥୀ

ପୁଣେ,୧୮।୧୨: ଛତ୍ରପତି ସମ୍ଭାଜିନଗର କନ୍ନଡ ନିର୍ବାଚନମଣ୍ଡଳୀରୁ ଏକନାଥ ସିନ୍ଦେଙ୍କ ଦଳର ଶିବସେନା ପ୍ରାର୍ଥୀ ସଞ୍ଜନା ଯାଦବ ତାଙ୍କର ଏକ ନିର୍ବାଚନ ରାଲିରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା।...

କାହିଁକି ସବୁବେଳେ ଧଳା ରଙ୍ଗର ଟି-ସର୍ଟ ପିନ୍ଧନ୍ତି ରାହୁଲ ଗାନ୍ଧୀ, ନିଜେ କହିଲେ ଏହାର ରହସ୍ୟ

ନୂଆଦିଲ୍ଲୀ,୧୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହଠାତ୍‌ ନାଗପୁରର ରାମ ଜୀ ଶ୍ୟାମ ଜୀ ପୋହା ବିକ୍ରେତାଙ୍କୁ ଦେଖା କରି...

ଜାଣନ୍ତୁ ଏମିତି କୌଶଳ ଆପଣାଇଲେ ପୂରା ବଦଳିଯିବ ଦିଲ୍ଲୀର ଚିତ୍ର, କେବେ ବି ହେବ ନାହିଁ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୧୮ା୧୧: ଦେଶର ରାଜଧାନୀ ଦିଲ୍ଲୀରେ ବାୟୂ ପ୍ରଦୂଷଣ ହାର ସୀମା ଟପିଛି। ଏଥିଯୋଗୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାୟୁ ପ୍ରଦୂଷଣ ହେତୁ ଦିଲ୍ଲୀ-ଏନ୍‌ସିଆର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri