ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୯, ୨୦୨୦)

ସୋମବାର ରାଜଧାନୀ ଭୁବନେଶ୍ୱରରେ ବର୍ଷାର ଦୃଶ୍ୟ

ଭୁବନେଶ୍ୱରସ୍ଥିତ ଏଜି ଛକ ଟ୍ରାଫିକ ପୋଷ୍ଟରେ କମିଶନର ପୋଲିସ ପକ୍ଷରୁ ସୋଲାର ସହାୟତାରେ ଫ୍ଲାସ ଲାଇଟର ବ୍ୟବସ୍ଥା ହେଉଛି।

କଟକସ୍ଥିତ ସିଡିଏ ୬କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ପରେ ପୋଲିସମାନେ ଜଗି ରହିଛନ୍ତି