Advertisement

୨୫୦୦୦ ଭୋଲ୍ଟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମେନ୍‌ ଟ୍ରେନର ଚୈତନ୍ୟ ଗୁରୁତର

ରୁପ୍ରାରୋଡ଼,୧୨।୧୨(ସଞ୍ଜିବ ଦାସ): କଳାହାଣ୍ଡି ଜିଲା ନର୍ଲାରୋଡ଼ ରେଳଷ୍ଟେଶନଠାରୁ କିଛି ଦୂରରେ ରେଳବିଭାଗର କାର୍ଯ୍ୟ ଚାଲିଛି। ଏ ନେଇ ଟିଆର୍‌ଡି ଷ୍ଟାଫ ୨୫୦୦୦ ଭୋଲ୍ଟ ଟ୍ରାନ୍ସମିଶନ ମରାମତି କରୁୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମେନ୍‌ ଟ୍ରେନର ଚୈତନ୍ୟ ସାଗର ଗୁରୁତର ହୋଇଛନ୍ତି। ତାଙ୍କୁ ଗଭୀର ଆଘାତ ଲାଗିଛି। ପରେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share