Posted inଜାତୀୟ

ଶପଥ ନେଲେ ୨୭ରାଜ୍ୟ ସଭା ସଦସ୍ୟ

ନୂଆଦିଲ୍ଲୀ,୧୮ା୭: ରାଜ୍ୟ ସଭାକୁ ନୂଆ କରି ନିର୍ବାଚିତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ, ପ୍ରଫୁଲ ପଟେଲ, କ୍ରିକେଟର ହର୍‌ଭଜନ ସିଂ ପ୍ରମୁଖଙ୍କ ସମେତ ୨୭ ସଦସ୍ୟ ସୋମବାର ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ମନୋନୀତ ସଦସ୍ୟ ଭି. ବିଜୟେନ୍ଦ୍ର ମଧ୍ୟ ରହିଛନ୍ତି। ସେହିପରି ଆର୍‌ଜେଡିର ମିଶ୍ର ଭାରତୀ, କଂଗ୍ରେସର ରାଜୀବ ଶୁକ୍ଳା, ରଞ୍ଜିତ ରଞ୍ଜନ, ରଣଦୀପ ସିଂ ସୂର୍ଯ୍ୟଓ୍ବୋଲା, ପ୍ରମୋଦ କୁମାର, ବିଜେଡିର ସମ୍ବିତ ପାତ୍ର, ସ୍ବାଧୀନ ପ୍ରାର୍ଥୀ କପିଲ ସିବଲ ମଧ୍ୟ ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେହି ହର୍ଷା ରିଚାରିଆ, ମହାକୁମ୍ଭରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି…

ପ୍ରୟାଗରାଜ,୧୪।୧: ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭରେ ଦେଶ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ସନ୍ଥ ଏବଂ ମୁନିମାନଙ୍କ ସହିତ ଲକ୍ଷ ଲକ୍ଷ ଭକ୍ତ ପହଞ୍ଚିଛନ୍ତି। ବିଶ୍ୱାସର ଏହି...

ମହାକୁମ୍ଭରେ ୧୩ ବର୍ଷୀୟା ଝିଅଙ୍କୁ ସାଧ୍ୱୀ କରିବାରୁ ଉଠିଲା ବିବାଦ

ପ୍ରୟାଗରାଜ,୧୪।୧: ମହାକୁମ୍ଭ ୨୦୨୫ ଏହାର ଧାର୍ମିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱ ପାଇଁ ଶିରୋନାମାରେ ଅଛି, କିନ୍ତୁ ସମ୍ପ୍ରତି ଏକ ଅନନ୍ୟ ଘଟଣା ବିବାଦ ସୃଷ୍ଟି କରିଛି।...

ସେ ଜଣେ ଅଦୂରଦର୍ଶୀ ନେତା, କାହିଁକି ଏମିତି କହିଲେ ମେହେବୁବା ମୁଫତି

ଜମ୍ମୁ,୧୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜମ୍ମୁ ଏବଂ କଶ୍ମୀରର ସୋନମାର୍ଗ ଅଞ୍ଚଳରେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ୬.୫ କିଲୋମିଟର ଲମ୍ବା ଜେଡ-ମୋଡ ସୁଡ଼ଙ୍ଗକୁ ଉଦଘାଟନ...

ବାଂଲାଦେଶ କୂଟନୀତିଜ୍ଞଙ୍କୁ ଭାରତର ସମନ

ନୂଆଦିଲ୍ଲୀ,୧୪।୧: ଭାରତ-ବାଂଲାଦେଶ ସୀମାରେ ବିବାଦ ବଢ଼ିବାରେ ଲାଗିଛି। ଏନେଇ ବାଂଲାଦେଶ ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମାଙ୍କୁ ସମନ ଜାରି କରିଥିଲା। ଏହାର ଦିନକ...

‘ନାଗ ମାର୍କ ୨’ର ସଫଳ ପରୀକ୍ଷା

ପୋଖରାନ୍‌, ୧୪ା୧: ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ‘ତୃତୀୟ ପିଢ଼ିର ଫାୟାର ଆଣ୍ଡ୍‌ ଫର୍‌ଗେଟ୍‌ ଆଣ୍ଟି ଟ୍ୟାଙ୍କ୍‌ ଗାଇଡେଡ୍‌ ମିଶାଇଲ ‘ନାଗ ମାର୍କ ୨’ର ସୋମବାର ସଫଳ...

ଜମ୍ମୁ-କଶ୍ମୀରରେ ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ୬୦% ପାକିସ୍ତାନୀ

ନୂଆଦିଲ୍ଲୀ, ୧୪ା୧: ଜମ୍ମୁ-କଶ୍ମୀରରେ ସୁରକ୍ଷାବଳ ସହ ଗୁଳି ବିନିମୟରେ ଗତବର୍ଷ ମୃତ୍ୟୁବରଣ କରିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୬୦% ହେଉଛନ୍ତି ପାକିସ୍ତାନୀ। ଭାରତର ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର...

ଜେଡ୍‌ ମୋଡ଼ ଟନେଲ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର, ୧୪ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜମ୍ମୁ-କଶ୍ମୀରର ସୋନମର୍ଗସ୍ଥିତ ଜେଡ୍‌ ମୋଡ଼ ଟନେଲ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଜମ୍ମୁ-କଶ୍ମୀର ସମେତ ପୂରା ଭାରତ ପାଇଁ ଏହି...

ୟୁକ୍ରେନ୍‌ ଯୁଦ୍ଧରେ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୪।୧: ୟୁକ୍ରେନ୍‌ ବିରୋଧରେ ରୁଷିଆ ପାଖାପାଖି ୩ ବର୍ଷ ହେଲା ଯୁଦ୍ଧ ଚଳାଇଛି। ରୁଷିଆ ସେନାରେ ନିୟୋଜିତ ହୋଇ ଯୁଦ୍ଧ କରୁଥିବା କେତେଜଣ ଭାରତୀୟ ଯୁବକ ଇତିମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri