Categories: ଖେଳ

ଦ୍ୱିତୀୟ ଟି-୨୦: ଟସ୍‌ ଜିତିଲା ଅଷ୍ଟ୍ରେଲିଆ

ଥିରୁଭାନନ୍ତପୁରମ୍‌,୨୬।୧୧: ଦ୍ୱିତୀୟ ଟି -୨୦ରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫୂରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ମ୍ୟାକ୍ସୱେଲ ଏବଂ ଜାମ୍ପା ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇଛନ୍ତି।
୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଦ୍ୱିତୀୟ ଟି-୨୦ରେ ମଧ୍ୟ ଭାରତ ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ।

Share