Categories: ଜାତୀୟ

ଭୂକମ୍ପରେ ଥରିଲା ଲଦାଖ

ଲଦାଖ,୩୦।୧:ଜମ୍ମୁକଶ୍ମୀରର ଲଦାଖରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ରହିଛି। ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ଖବର ମିଳିନାହିଁ ବୋଲି ନ୍ୟାଶନାଲ ସେଣ୍ଟର ଅଫ ସେସମୋଲୋଜି (ଏନସିଏସ) ଅନୁଯାୟୀ, ଲେହରେ ୫ କିଲୋମିଟର ଗଭୀରରେ ସକାଳ ୫.୩୯ରେ ଏହି ଭୂକମ୍ପ ଘଟିଛି।

Share