୩ ମହାକାଶଚାରୀ ୩୭୧ ଦିନ ପରେ ମହାକାଶରୁ ଫେରିଲେ…

ଓ୍ବାଶିଂଟନ,୨୮।୯ : ଆମେରିକାର ମହାକାଶଚାରୀ ଫ୍ରାଙ୍କ ରୁବିଓଙ୍କ ସମେତ ତିନିଜଣ ମହାକାଶଚାରୀ ୩୭୧ ଦିନ ମହାକାଶରେ ରହିବା ପରେ ପୃଥିବୀକୁ ଫେରିଛନ୍ତି। ସେପ୍ଟେମ୍ବର ୨୭ ରେ ସେମାନଙ୍କର ସୋୟୁଜ ଏମଏସ-୨୩ କ୍ୟାପସୁଲ କାଜାଖସ୍ତାନର ମରୁଭୂମିରେ ନିରାପଦରେ ଅବତରଣ କରିଛି।

ରୁଷିଆର ମହାକାଶଚାରୀ ସରୋଜ ପ୍ରୋକୋପିଏଭ ଏବଂ ଡିମିଟ୍ରି ପେଟେଲିନ ମଧ୍ୟ ସେମାନଙ୍କ ସହ ଫେରିଛନ୍ତି। ନାସାର ରୁବିଓ ଆମେରିକାର ମହାକାଶଚାରୀ ମହାକାଶରେ ଅଧିକ ସମୟ ବିତାଇଛନ୍ତି।

Share