ଅଜଣା ଗାଡି ଧକ୍କାରେ ୩ ବାଇକ୍‌ ଆରୋହୀ ମୃତ

ଚଣ୍ଡିଗଡ, ୧୩।୫(ଡି.ଏନ.ଏ.): ଛତିଆ ୧୬ ନଂ ଜାତୀୟ ରାଜପଥ ବଡ଼ଚଣ ର କଢେଇ ପୋଲ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ୩ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଚଣ୍ଡିଖୋଲରୁ କଟକ ଆଡକୁ ଗୋଟିଏ ବାଇକ ରେ ତିନି ଜଣ ଯୁବକ ଯାଉଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୨ ଦିନ ବନ୍ଦ ରହ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୧।୧୧: ନଭେମ୍ବର ୪ ଓ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଆସନ୍ତା ନଭେମ୍ବର ୪ ତାରିଖ (ସୋମବାର) ଏବଂ ନଭେମ୍ବର...

ଆମ୍ବ ଟାକୁଆ ଖାଇ ୨ ମୃତ୍ୟୁ: ମୃତଦେହ ବ୍ୟବଚ୍ଛେଦ ବିଳମ୍ବକୁ ନେଇ କ୍ଷୋଭ ପ୍ରକାଶ କଲେ ବ୍ଲକ ଅଧ୍ୟକ୍ଷ

ଦାରିଙ୍ଗବାଡି,୧।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ୨ ମୃତ୍ୟୁ ଏବଂ ୬ ଗୁରୁତର...

ଧନତେରସରେ ସିଟି/ଜିଏସ୍‌ଟି ଚଢ଼ାଉ ପରେ ଭାଙ୍ଗିପଡିଲେ ସୁନା ବ୍ୟବସାୟୀ: ଦୀପାବଳି ସାରି ଶାନ୍ତିରେ ଶୋଇଗଲେ ଯେ, ଆଉ…

ଜୟପୁର,୧ା୧୧: ଧନତେରସରେ ସିଟି/ଜିଏସ୍‌ଟି ଚଢ଼ାଉ ପରେ ଭାଙ୍ଗିପଡ଼ିଲେ ସୁନା ବ୍ୟବସାୟୀ। ଘଟଣାର ୨ ଦିନ ପରେ ବୁଜିଲେ ଆଖି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ...

ଗାଧୋଇବା ବେଳେ ଅଘଟଣ: ଭାସିଯାଇ ୨ ନିଖୋଜ

ଝାରସୁଗୁଡ଼ା,୧।୧୧: ଝାରସୁଗୁଡ଼ା ଜିଲା ଇବ୍‌ ନଦୀର ବୁଢ଼ୀପଦର ଘାଟରେ ଶୁକ୍ରବାର ଗାଧୋଇବା ବେଳେ ଏକ ଅଘଟଣ ଘଟିଛି। ପାଣିରେ ଭାସିଯାଇ ୨ଜଣ ନିଖୋଜ ହୋଇଯାଇଥିବା ଜଣାପଡିଛି।...

ହସ୍ପିଟାଲରେ ଭର୍ତ୍ତି ହେଲେ ବରିଷ୍ଠ ଭାଜପା ନେତା

କଟକ,୧।୧୧: ବରିଷ୍ଠ ଭାଜପା ନେତା ସମୀର ଦେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲର ତାଙ୍କୁ ଭର୍ତ୍ତି କରାଯାଇଛି। ସେ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ରକଳ୍ପ

କେନ୍ଦୁଝର,୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ନିଶ୍ଚିତ ଭାବରେ ମେଗା ଇସ୍ପାତ କାରଖାନା ହେବ। ଶୁକ୍ରବାର ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦୁଝର ଜିଲା...

‘ନବୀନଙ୍କୁ ହରାଇବାକୁ କଣ୍ଟାବାଞ୍ଜି ପଠାଯାଇଥିଲା’ ବିସ୍ଫୋରକ ବୟାନ ଦେଲେ…

ଭୁବନେଶ୍ୱର,୧।୧୧: କିଛିଦିନ ପୂର୍ବରୁ ବିଜେଡି ଛାଡିଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଭାଜପାରେ ଯୋଗ ଦେବାକୁ ଯାଉଛନ୍ତି। ଏନେଇ ତାଙ୍କ ସ୍ବାମୀ ଦେବୁଲି ଦାସ...

ବିଦ୍ୟୁତ୍‌ ଆଘାତରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ

ବୁଗୁଡ଼ା,୧ା୧୧(କାଳିଚରଣ ଦାଶ): ବୁଗୁଡା ବୁଦ୍ଧଖୋଲ ଛକସ୍ଥିତ ଏକ ବାଇକ୍‌ ଗ୍ୟାରେଜରେ ବିଦ୍ୟୁତ୍‌ ଆଘାତରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନ୍ତରପଡା ଗ୍ରାମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri