କଟକରେ ୩ କୋର୍ଟ ମାଇକ୍ରୋ କଣ୍ଟେନ୍‌ମେଣ୍ଟ

କଟକ ଅଫିସ୍‌,୧୪।୧: କଟକରେ ୩ଟି କୋର୍ଟ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଘୋଷଣା ହୋଇଛି। ସିଭିଲ୍‌ କୋର୍ଟ, ଏସ୍‌ଡିଜେଏମ୍‌, ଜିଲା ଦୌରାଜଜ କୋର୍ଟକୁ କଣ୍ଟେନ୍‌ମେଣ୍ଟ କରାଯାଇଛି। କରୋନା ମାମଲା ବଢିଯିବା ପରେ ସିଏମ୍‌ସିଙ୍କ ପକ୍ଷରୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଘୋଷଣା ହୋଇଛି। କେବଳ କଟକ ସିଭିଲ୍‌ କୋର୍ଟ ପରିସରରୁ ୩୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Share